ରଣଜୀ ଟ୍ରଫି: ଓଡ଼ିଶା ୨୨୮ରେ ଅଲ୍‌ଆଉଟ୍‌, ସୌରାଷ୍ଟ୍ର ୪/୦

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୌରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର କୌଣସି ୱିକେଟ୍‌ ନ ହରାଇ ୪ ରନ୍‌ ସଂଗ୍ରହ କରି ନେଇଛି। ଆଜିର ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶା ବ୍ୟାଟ୍ସମ୍ୟାନ ସନ୍ଦିପ ପଟ୍ଟନାୟକ। ସେ ୨୧୩ ବଲ୍‌ ଖେଳି ୨୨ଟି ଚୌକା ସହ ୧୨୩ ରନ୍‌ କରିଛନ୍ତି। ତାଙ୍କ ରନ୍‌ ବଳରେ […]

ranjitrophy

ranjitrophy

Rakesh Mallick
  • Published: Thursday, 13 October 2016
  • Updated: 13 October 2016, 07:27 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୌରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର କୌଣସି ୱିକେଟ୍‌ ନ ହରାଇ ୪ ରନ୍‌ ସଂଗ୍ରହ କରି ନେଇଛି। ଆଜିର ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶା ବ୍ୟାଟ୍ସମ୍ୟାନ ସନ୍ଦିପ ପଟ୍ଟନାୟକ। ସେ ୨୧୩ ବଲ୍‌ ଖେଳି ୨୨ଟି ଚୌକା ସହ ୧୨୩ ରନ୍‌ କରିଛନ୍ତି। ତାଙ୍କ ରନ୍‌ ବଳରେ ଓଡ଼ିଶା ସମ୍ମାନ ଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ସନ୍ଦିପଙ୍କର ଏହା ହେଉଛି ପ୍ରଥମ ଶତକ।

ଆଜି ଟସ୍‌ ଜିତି ସୌରାଷ୍ଟ୍ର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଓଡ଼ିଶାର ଦୁଇ ଓପ୍ନର ସନ୍ଦିପ ଏବଂ ରଞ୍ଜିତ ସିଂହ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ୱିକେଟ୍‌ ଯୋଡିରେ ସେମାନେ ୨୬.୨ ଓଭରରେ ୮୫ ରନ୍‌ ସଂଗ୍ରହ କରିଥିଲେ।

ରଞ୍ଜିତ ୮୪ ବଲ୍‌ ଖେଳି ୫ ଚୌକା ସହାୟତାରେ ୩୦ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର ୨୧, ସୌରଭ ରାୱତ ୧୭, ବସନ୍ତ ମହାନ୍ତି ଅପରାଜିତ ୧୬ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ୧୧ ରନ୍‌ କରିଥିଲେ। ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ସୌରାଷ୍ଟ୍ର ପକ୍ଷରୁ ଡି.ଏ. ଜାଡେଜା ୪ଟି ୱିକେଟ୍‌ ନେଇଥିବା ବେଳେ ସି. ଜାନୀ, ଡି. ପୁନିଆ ଏବଂ ଏସ୍‌.ଏମ୍. ସାନନ୍ଦିଆ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story