ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ୍‌ ଦଳର କୋଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଶ୍ମିରଞ୍ଜନ ପରିଡ଼ାଙ୍କୁ ଓଡ଼ିଶା କ୍ରିକେଟ୍‌ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୮-୧୯ ରଣଜୀ ସିଜିନ୍ ପାଇଁ ସେ କୋଚ୍ ହୋଇଛନ୍ତି। ସେ ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି। ପୂର୍ବରୁ ଦେବାଶିଷ ମହାନ୍ତି ଓଡ଼ିଶା କ୍ରିକେଟ ଦଳର କୋଚ୍ ଥିଲେ। ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇବା ପରେ ଓଡ଼ିଶା ଟିମ୍‌ର କୋଚ୍ ପଦ ଖାଲିଥିଲା। କୁଳମଣି ପରିଡ଼ାଙ୍କୁ ରାଜ୍ୟ ଚୟନକର୍ତ୍ତା ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ରଶ୍ମିରଞ୍ଜନ […]

rashmiranjan

rashmiranjan

Jitendra Garnayak
  • Published: Saturday, 25 August 2018
  • Updated: 25 August 2018, 09:02 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଶ୍ମିରଞ୍ଜନ ପରିଡ଼ାଙ୍କୁ ଓଡ଼ିଶା କ୍ରିକେଟ୍‌ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି।

୨୦୧୮-୧୯ ରଣଜୀ ସିଜିନ୍ ପାଇଁ ସେ କୋଚ୍ ହୋଇଛନ୍ତି। ସେ ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି।

ପୂର୍ବରୁ ଦେବାଶିଷ ମହାନ୍ତି ଓଡ଼ିଶା କ୍ରିକେଟ ଦଳର କୋଚ୍ ଥିଲେ। ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇବା ପରେ ଓଡ଼ିଶା ଟିମ୍‌ର କୋଚ୍ ପଦ ଖାଲିଥିଲା।

କୁଳମଣି ପରିଡ଼ାଙ୍କୁ ରାଜ୍ୟ ଚୟନକର୍ତ୍ତା ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ, ରଶ୍ମିରଞ୍ଜନ ପରିଡ଼ା ୧୯୯୪ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷରୁ ଘରୋଇ କ୍ରିକେଟ୍‌ ଖେଳିଥିଲେ। ତା’ପରେ ୨୦୦୮ ରୁ ୨୦୦୯ ପର୍ଯ୍ୟନ୍ତ ଆସାମ, ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନ, ୨୦୧୩ରୁ ୨୦୧୪ ବିଦର୍ଭ ଓ ୨୦୧୪ରୁ ୨୦୧୫ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ପାଇଁ ଖେଳିଥିଲେ।

୨୦୦୧ରେ ରଶ୍ମିରଞ୍ଜନ ପରିଡ଼ାଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story