କୋହଲିଙ୍କ ଆଗରେ ମୁଣ୍ଡ ନୁଆଁଇଲା ବିସିସିଆଇ: ସସ୍‌ପେନ୍ସ ହଟିଲା, ରବି ଶାସ୍ତ୍ରୀ ହେଲେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌

ମୁମ୍ବାଇ: ଟିମ୍‌ ଇଣ୍ଡିଆର ନୂଆ କୋଚ ଭାବେ ରବି ଶାସ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଆସନ୍ତା ବିଶ୍ୱକପ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର କୋଚ୍ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ବିସିସିଆଇର ପରାମର୍ଶଦାତା  କମିଟି ରବି ଶାସ୍ତ୍ରୀଙ୍କୁ ନୂଆ କୋଚ୍  ଭାବେ ଚୟନ କରିଛନ୍ତି। ଏହାସହ ବୋଲିଂ କୋଚ୍‌ ଭାବେ ଜାହିର୍‌ ଖାନ୍‌ଙ୍କୁ ନିଯୁକ୍ତି ମିଳିଛି। ଆଜି ଦିନ ତମାମ୍‌ ନୂଆ କୋଚ୍‌ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ରବିଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର କୋଚ୍‌ […]

kohli-shastri-ie-m

kohli-shastri-ie-m

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 10:48 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ନୂଆ କୋଚ ଭାବେ ରବି ଶାସ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଆସନ୍ତା ବିଶ୍ୱକପ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର କୋଚ୍ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ବିସିସିଆଇର ପରାମର୍ଶଦାତା  କମିଟି ରବି ଶାସ୍ତ୍ରୀଙ୍କୁ ନୂଆ କୋଚ୍  ଭାବେ ଚୟନ କରିଛନ୍ତି। ଏହାସହ ବୋଲିଂ କୋଚ୍‌ ଭାବେ ଜାହିର୍‌ ଖାନ୍‌ଙ୍କୁ ନିଯୁକ୍ତି ମିଳିଛି। ଆଜି ଦିନ ତମାମ୍‌ ନୂଆ କୋଚ୍‌ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ରବିଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆର କୋଚ୍‌ ପଦକୁ ନେଇ ବିବାଦ ଦେଖାଦେଇଥିଲା। ଏହି ବିବାଦ ଭିତରେ କୁମ୍ବଲେ କୋଚ୍‌ ପଦରୁ ହଠାତ୍‌ ଇସ୍ତଫା ଦେଇଥିଲେ। ଯାହ ଫଳରେ ଅନେକ ଦିନ ଧିରି ଟିମ୍‌ ଇଣ୍ଡିଆ ବିନା କୋଚରେ ରହିଥିଲା।

ଅନ୍ୟପଟେ କୋଚ୍‌ ପଦବି ପାଇଁ ଅନେକ ଆଶାୟୀ ଥିବା ବେଳେ ଚୁଡାନ୍ତ ପର୍ଯ୍ୟାୟରେ ଦୁଇଜଣ ପୂର୍ବତନ କ୍ରିକେଟର୍‌ ବିରେନ୍ଦ୍ର ସେହୱାଗ୍‌  ଓ ରବି ଶାସ୍ତ୍ରୀ ରେସ୍‌ରେ ରହିଥିଲେ। ଶେଷରେ ରବି ଶାସ୍ତ୍ରୀଙ୍କୁ ପରାମର୍ଶଦାତା କମିଟି ନୂଆ କୋଚ୍ ଭାବେ ଚୟନ କରିଛନ୍ତି। ଶାସ୍ତ୍ରୀ ପୂର୍ବରୁ ଟିମ୍‌ ଇଣ୍ଡିଆର ଡାଇରେକ୍ଟର ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story