୨୦୦ ୱିକେଟ୍ ନେବାରେ ଜାଡେଜା ଦ୍ରୁତତମ ବାମହାତୀ ବୋଲର

ବିଶାଖପାଟଣା: ଟିମ୍ ଇଣ୍ଡିଆ ସ୍ପିନର ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୨୦୦ ୱିକେଟ୍ ପୂରଣ କରି ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏସିଏ-ଭିଡିସିଏ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟରେ ସେ ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କ ଆଉଟ୍ କରି ନିଜର ୨୦୦ତମ ୱିକେଟ୍ ପୂରଣ କରିଛନ୍ତ । ଏଥିସହ ସେ ଟେଷ୍ଟରେ ଦ୍ରୁତ ୨୦୦ ୱିକେଟ୍ ହାସଲକାରୀ ବାମହାତୀ ବୋଲର ହୋଇଛନ୍ତି। ଜାଡେଜା ମାତ୍ର ୪୪ ଟେଷ୍ଟ ଖେଳି ଏହି […]

jaddu

jaddu

Ranjit Kumar Jena
  • Published: Friday, 04 October 2019
  • Updated: 04 October 2019, 05:39 PM IST

Sports

Latest News

ବିଶାଖପାଟଣା: ଟିମ୍ ଇଣ୍ଡିଆ ସ୍ପିନର ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୨୦୦ ୱିକେଟ୍ ପୂରଣ କରି ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏସିଏ-ଭିଡିସିଏ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟରେ ସେ ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କ ଆଉଟ୍ କରି ନିଜର ୨୦୦ତମ ୱିକେଟ୍ ପୂରଣ କରିଛନ୍ତ । ଏଥିସହ ସେ ଟେଷ୍ଟରେ ଦ୍ରୁତ ୨୦୦ ୱିକେଟ୍ ହାସଲକାରୀ ବାମହାତୀ ବୋଲର ହୋଇଛନ୍ତି।

ଜାଡେଜା ମାତ୍ର ୪୪ ଟେଷ୍ଟ ଖେଳି ଏହି ମାଇଲଖୁଣ୍ଟ ଛୁଇଁ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ରଙ୍ଗନା ହେରାଥଙ୍କୁ ପଛରେ ପକାଇଛନ୍ତି। ହେରାଥ ୪୭ ଟେଷ୍ଟ ୨୦୦ ୱିକେଟ୍ ନେଇଥିଲେ। ତୃତୀୟ ଦିବସର ପ୍ରଥମ ସେସନରେ ଡିନ୍ ଏଲଗାରଙ୍କ କ୍ୟାଚ୍ ଯଦି ଋଦ୍ଧିମାନ ସାହା ଧରିଥାନ୍ତେ, ତାହେଲେ ଜାଡେଜା ସଅଳ ଏହି ସଫଳତା ଅର୍ଜନ କରିଥାନ୍ତେ। କିନ୍ତୁ ଜାଡେଜାଙ୍କୁ ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ଅନ୍ତିମ ସେସନକୁ ଅପେକ୍ଷା କରିବାକୁ ପଡ଼ିଥିଲା।

ଅଷ୍ଟ୍ରେଲିଆର ବାମହାତୀ ପେସର ମିଚେଲ୍ ୪୯ ଟେଷ୍ଟରେ ୨୦୦ ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ୫୦ ଟେଷ୍ଟ ଏବଂ ଭାରତର ବିଶନ୍ ସିଂହ ବେଦୀ ଏବଂ ପାକିସ୍ତାନର ୱାସିମ୍ ଆକ୍ରାମ୍ ୫୧ ଟେଷ୍ଟରେ ଏହି ସଫଳତା ହାସଲ କରିଥିଲେ। ୩୦ ବର୍ଷୀୟ ସୌରାଷ୍ଟ୍ର କ୍ରିକେଟର ଜାଡେଜା ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

ଏଥିସହ ଜାଡେଜା ଟେଷ୍ଟ କ୍ରିକେଟରେ ୨୦୦ ୱିକେଟ୍ ନେବାରେ ଭାରତର ଦଶମ ବୋଲର ମଧ୍ୟ ହୋଇଛନ୍ତି। ତାଙ୍କ ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ୍ ଅଶ୍ୱିନ୍ ମାତ୍ର ୩୭ ଟେଷ୍ଟରେ ୨୦୦ ୱିକେଟ୍ ନେଇଥିବା ବେଳେ ହରଭଜନ ସିଂହ ୪୬ ଟେଷ୍ଟରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଜାଡେଜାଙ୍କ ନାଁରେ ୧୫୬ ଦିନିକିଆରେ ୧୭୮ ୱିକେଟ୍ ଏବଂ ୪୪ ଟି-୨୦ ମ୍ୟାଚରେ ୩୩ ୱିକେଟ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story