ଭାଇରାଲ୍ ହେଉଛି ବିରାଟ୍ କୋହଲିଙ୍କ ଏହି ନୂଆ ଲୁକ୍

ନୂଆଦିଲ୍ଲୀ: ଆଇପିଏଲରେ ଲଗାତାର ପରାଜୟରେ ନିରାଶ ହୋଇନାହାନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ୱାର୍ଲ୍ଡ କପ୍ ପାଇଁ ବିରାଟ ଆତ୍ମବିଶ୍ୱାସରେ ଭରପୂର ଅଛନ୍ତି। ମଇଦାନରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବିରାଟ୍ ସୋଶାଲ ମିଡିଆରେ ମଧ୍ୟ ନିଜ ଫ୍ୟାନଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି। ସେ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ନୂଆ ଅବତାରରେ ନଜର ଆସୁଛନ୍ତି। ବିରାଟ ଏହି ଫଟୋରେ […]

virat

virat

Ranjit Kumar Jena
  • Published: Thursday, 18 April 2019
  • Updated: 18 April 2019, 01:42 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲରେ ଲଗାତାର ପରାଜୟରେ ନିରାଶ ହୋଇନାହାନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ୱାର୍ଲ୍ଡ କପ୍ ପାଇଁ ବିରାଟ ଆତ୍ମବିଶ୍ୱାସରେ ଭରପୂର ଅଛନ୍ତି। ମଇଦାନରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବିରାଟ୍ ସୋଶାଲ ମିଡିଆରେ ମଧ୍ୟ ନିଜ ଫ୍ୟାନଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି।

ସେ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ନୂଆ ଅବତାରରେ ନଜର ଆସୁଛନ୍ତି। ବିରାଟ ଏହି ଫଟୋରେ ଜଣେ ଶିଖ୍ ଭାବେ ନିଜକୁ ପରିବେଷିତ କରିଛନ୍ତି। ବିରାଟ୍ ମୁଣ୍ଡରେ ପଗଡ଼ି, ପଠାନୀ ଶୁଟ୍ ଓ କଳା ରଙ୍ଗର ପଞ୍ଜାବୀ ଜୋତା ପିନ୍ଧିଛନ୍ତି।

ବିରାଟ ନିଜର ଡାହାଣ ହାତରେ କଡ଼ା ମଧ୍ୟ ପିନ୍ଧିଛନ୍ତି। ଗୋଲାପୀ ପଗଡ଼ି ପିନ୍ଧିଥିବା ବିରାଟ୍ ଏହି ଫଟୋରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି ଏବଂ "ସବକୋ ସତ୍ ଶ୍ରୀ ଅକାଲ୍' ଲେଖି ଅଭିନନ୍ଦନ କରିଛନ୍ତି। ବିରାଟଙ୍କ ଏହି ନୂଆ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହାକୁ ୧୫ହଜାରରୁ ଅଧିକ ଲୋକେ ଲାଇନ୍ କରିସାରିଲେଣି। ହଜାର ହଜାର ଫ୍ୟାନ୍ ମଧ୍ୟ ଏହାକୁ ରିଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ୭ ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି। ଫଳରେ ବିରାଟଙ୍କ ଟିମ ଆରସିବିର ପ୍ଲେଅଫ୍ ପହଞ୍ଚିବା ଆଶା ପ୍ରାୟତଃ ଧୂଳିସାତ୍ ହୋଇଛି।

https://twitter.com/imVkohli/status/1118492466892562433

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story