ଟସ୍ ଜିତିଲା ଆରସିବି, ପ୍ରଥମେ କରିବ ଫିଲ୍ଡିଂ

ନୂଆଦିଲ୍ଲୀ: ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ କିଙ୍ଗସ୍ ଇଲେଭେନ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରାତିରେ କାକର ସମସ୍ୟାକୁ ଦୃଷ୍ଟି ରଖି ଦଳ ଟାର୍ଗେଟକୁ ପିଛା କରିବ ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ଆଜିର ମ୍ୟାଚ ପାଇଁ ଆରସିବି ଗତ ମ୍ୟାଚ୍ ଖେଳିଥିବା ଚୂଡ଼ାନ୍ତ ଏକାଦଶକୁ ଅପରିବର୍ତ୍ତିତ ରଖିଛି। ତେବେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ୍ ଚୂଡ଼ାନ୍ତ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଇଂଲିଶ ଅଲରାଉଣ୍ଡର କ୍ରିସ୍ ଜୋର୍ଡାନଙ୍କ ବଦଳରେ ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର […]

rcb-team-afp_625x300_1526468414564

rcb-team-afp_625x300_1526468414564

Manoranjan Sial
  • Published: Thursday, 24 September 2020
  • Updated: 24 September 2020, 07:27 PM IST

Sports

Latest News

ନୂଆଦିଲ୍ଲୀ: ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ କିଙ୍ଗସ୍ ଇଲେଭେନ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରାତିରେ କାକର ସମସ୍ୟାକୁ ଦୃଷ୍ଟି ରଖି ଦଳ ଟାର୍ଗେଟକୁ ପିଛା କରିବ ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି।

ଆଜିର ମ୍ୟାଚ ପାଇଁ ଆରସିବି ଗତ ମ୍ୟାଚ୍ ଖେଳିଥିବା ଚୂଡ଼ାନ୍ତ ଏକାଦଶକୁ ଅପରିବର୍ତ୍ତିତ ରଖିଛି। ତେବେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ୍ ଚୂଡ଼ାନ୍ତ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଇଂଲିଶ ଅଲରାଉଣ୍ଡର କ୍ରିସ୍ ଜୋର୍ଡାନଙ୍କ ବଦଳରେ ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର ଜିମି ନିଶାମ ଓ ଗୌତମଙ୍କ ବଦଳରେ ଯୁବ ଅଫସ୍ପନର୍ ଏମ୍ ଅଶ୍ୱିନ ଦଳରେ ସାମିଲ ହୋଇଛନ୍ତି।

ଉଭୟ ଦଳ ପାଇଁ ଚଳିତ ଆଇପିଏଲର ଏହା ହେଉଛି ଦ୍ୱିତୀୟ ମ୍ୟାଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story