ପାଭିଲିୟନରେ ବସିଥିବା ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ଏହି କ୍ରିକେଟର, ବିବାହ ପର୍ଯ୍ୟନ୍ତ ସିକ୍ରେଟ୍ ରହିଥିଲା ସଂପର୍କ

ନୂଆଦିଲ୍ଲୀ: ସେ ପଡ଼ିଆରେ ଖେଳୁ ଥିଲେ। ଖେଳିବା ବେଳେ ପାଭିଲିୟନରେ ବସିଥିବା ଜଣେ ଯୁବତୀଙ୍କ ଉପରେ ପଡ଼ିଥିଲା ତାଙ୍କ ନଜର। ସେହି ପ୍ରଥମ ଦେଖାରେ ତାଙ୍କୁ ପ୍ରେମ ହୋଇଯାଇଥିଲା। ପରେ କଥା ଆଗକୁ ବଢ଼ିଥିଲା ଓ ସେହି ଯୁବତୀଙ୍କୁ ସେ ବିବାହ କରିଥିଲେ। ଏହି ପ୍ରେମ କାହାଣୀ ହେଉଛି ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର ତଥା ଦିନିକିଆ ଟିମ୍‌ର ଅଧିନାୟକ ଏଞ୍ଜେଲୋ ମାଥ୍ୟୁଜଙ୍କର। ଆଉ ସେହି ଯୁବତୀ ଜଣଙ୍କ ହେଉଛନ୍ତି ହେଶାନୀ ଡିସିଲ୍‌ଭା। ପ୍ରେମର ପଡ଼ିଲା ବେଳକୁ  ଏଞ୍ଜେଲୋ ମାଥ୍ୟୁଜ୍ […]

sss

sss

Rakesh Mallick
  • Published: Friday, 12 January 2018
  • Updated: 12 January 2018, 09:39 AM IST

Sports

Latest News

ନୂଆଦିଲ୍ଲୀ: ସେ ପଡ଼ିଆରେ ଖେଳୁ ଥିଲେ। ଖେଳିବା ବେଳେ ପାଭିଲିୟନରେ ବସିଥିବା ଜଣେ ଯୁବତୀଙ୍କ ଉପରେ ପଡ଼ିଥିଲା ତାଙ୍କ ନଜର। ସେହି ପ୍ରଥମ ଦେଖାରେ ତାଙ୍କୁ ପ୍ରେମ ହୋଇଯାଇଥିଲା। ପରେ କଥା ଆଗକୁ ବଢ଼ିଥିଲା ଓ ସେହି ଯୁବତୀଙ୍କୁ ସେ ବିବାହ କରିଥିଲେ। ଏହି ପ୍ରେମ କାହାଣୀ ହେଉଛି ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର ତଥା ଦିନିକିଆ ଟିମ୍‌ର ଅଧିନାୟକ ଏଞ୍ଜେଲୋ ମାଥ୍ୟୁଜଙ୍କର। ଆଉ ସେହି ଯୁବତୀ ଜଣଙ୍କ ହେଉଛନ୍ତି ହେଶାନୀ ଡିସିଲ୍‌ଭା।

ପ୍ରେମର ପଡ଼ିଲା ବେଳକୁ  ଏଞ୍ଜେଲୋ ମାଥ୍ୟୁଜ୍ ଥିଲେ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର ସଦସ୍ୟ। ପ୍ରଥମ ସାକ୍ଷାତ ପରେ ସେ ହେଶାନୀଙ୍କ ସହିତ ବନ୍ଧୁତା କରିଥିଲେ। ମାଥ୍ୟୁଜ୍‌ ତ ତାଙ୍କୁ ପୂର୍ବରୁ ପସନ୍ଦ କରିସାରିଥିଲେ। ବନ୍ଧୁତା ହେବା ପରେ ଧୀରେ ଧୀରେ ହେଶାନୀ ବି ତାଙ୍କୁ ଭଲ ପାଇ ବସିଲେ। ପରେ ମାଥ୍ୟୁଜ୍ ତାଙ୍କୁ ପ୍ରପୋଜ୍ କରିଥିଲେ। ତେବେ ହେଶାନୀ ତାଙ୍କୁ କୌଣସି ଉତ୍ତର ଦେଇ ନଥିଲେ। ମାଥ୍ୟୁଜ୍ ପ୍ରପୋଜ୍ କରିଥିବା କଥା ସେ ପ୍ରଥମେ ତାଙ୍କ ମା’ଙ୍କୁ ଜଣାଇଥିଲେ। ତାଙ୍କ ମା’ ଏଥିରେ ରାଜି ହୋଇଥିଲେ। ତେବେ ପ୍ରଥମେ ସେମାନେ ପରସ୍ପରକୁ ବୁଝନ୍ତୁ ବୋଲି ପରାମର୍ଶ ଦେଇଥିଲେ। କମ୍ କଥା କହୁଥିବା ମାଥ୍ୟୁଜ୍ ତାଙ୍କର ଏ ପ୍ରେମ କାହାଣୀ କାହାକୁ ବି କହି ନଥିଲେ। ସେ ଏହି ସଂପର୍କକୁ ପୂରା ସିକ୍ରେଟ୍ ରଖିଥିଲେ। ବିବାହ ପରେ ସବୁ କଥା ଜଣାପଡ଼ିଥିଲା। ୨୦୧୩ ଜୁଲାଇ ୧୮ ତାରିଖ ସେମାନଙ୍କ ବିବାହ ହୋଇଥିଲା। ସେମାନଙ୍କ ବିବାହରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ ଓ ରକ୍ଷା ସଚିବ ଗୋଟାଭାୟା ରାଜପକ୍ଷେ ସାମିଲ ହୋଇଥିଲେ। ସେମାନେ ଏହି ବିବାହର ସାକ୍ଷୀ ହୋଇଥିଲେ ଓ ମ୍ୟାରେଜ ରେଜିଷ୍ଟରରେ ଦସ୍ତଖତ କରିଥିଲେ।

srilankaଛଅ ମାସ ପରେ ଏଞ୍ଜେଲୋ ମାଥ୍ୟୁଜ୍‌ଙ୍କୁ ପୁଣି ଥରେ ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସେ ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଅଧିନାୟକ ରହିବେ। ଦୀନେଶ ଚାଣ୍ଡିମଲଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ତେବେ ଚାଣ୍ଡିମଲ ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ରହିବେ। ଗତ ଜୁଲାଇ ମାସରେ ମାଥ୍ୟୁଜ୍ ଶ୍ରୀଲଙ୍କା କ୍ରିକେଟ୍ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଗତ ବର୍ଷଟି ଶ୍ରୀଲଙ୍କା ପାଇଁ ଆଦୌ ଭଲ ନଥିଲା। ଦଳ ୨୯ଟି ଦିନିକିଆ ମ୍ୟାଚ୍‌ରୁ ୨୩ଟିରେ ହାରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story