ଦୁଲୀପ ଟ୍ରଫିରେ ଅକ୍ଷତ ରେଡ୍ଡିଙ୍କ ଶତକ

ଆଲୁର୍: ଓପନିଂ ବ୍ୟାଟ୍ସମ୍ୟାନ୍ ଅକ୍ଷତ ରେଡ୍ଡିଙ୍କ ଶତକ ଓ ସିଦ୍ଦେଶ ଲାଡଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆ ଗ୍ରୀନ୍ ଚାରିଦିନିଆ ଦୁଲୀପ ଟ୍ରଫିର ପ୍ରଥମ ଦିବସରେ ଇଣ୍ଡିଆ ରେଡ୍ ବିପକ୍ଷରେ ୪ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଦିବସର ଖେଳ ଶେଷ ସୁଦ୍ଧା ପ୍ରିୟ ଗାର୍ଗ ୩୦ ଓ ଅକ୍ଷର ୱାଡକର୍ ୫ ରନ୍ କରି ଅପରାଜିତ ଅଛନ୍ତି। ଇଣ୍ଡିଆ ଗ୍ରୀନ୍ ପକ୍ଷରୁ ରେଡ୍ଡି ୧୪୬ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୧୭ ଚୌକା ଓ ୩ […]

redy1

redy1

Ranjit Kumar Jena
  • Published: Thursday, 29 August 2019
  • Updated: 29 August 2019, 08:36 PM IST

Sports

Latest News

ଆଲୁର୍: ଓପନିଂ ବ୍ୟାଟ୍ସମ୍ୟାନ୍ ଅକ୍ଷତ ରେଡ୍ଡିଙ୍କ ଶତକ ଓ ସିଦ୍ଦେଶ ଲାଡଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆ ଗ୍ରୀନ୍ ଚାରିଦିନିଆ ଦୁଲୀପ ଟ୍ରଫିର ପ୍ରଥମ ଦିବସରେ ଇଣ୍ଡିଆ ରେଡ୍ ବିପକ୍ଷରେ ୪ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଦିବସର ଖେଳ ଶେଷ ସୁଦ୍ଧା ପ୍ରିୟ ଗାର୍ଗ ୩୦ ଓ ଅକ୍ଷର ୱାଡକର୍ ୫ ରନ୍ କରି ଅପରାଜିତ ଅଛନ୍ତି।

ଇଣ୍ଡିଆ ଗ୍ରୀନ୍ ପକ୍ଷରୁ ରେଡ୍ଡି ୧୪୬ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୧୭ ଚୌକା ଓ ୩ ଛକା ସହ ସାମିଲ୍ ଅଛି। ଲାଡ୍ ୧୧୬ ବଲରେ ୮ ଚୌକା ଓ ୨ ଛକା ସହ ୬୪ ରନ୍ କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଣ୍ଡିଆ ଗ୍ରୀନର କ୍ୟାପଟେନ୍ ଫୈଜ୍ ଫଜଲ୍ (୧୮)ଙ୍କ ୱିକେଟ୍ ୧୬ତମ ଓଭରରେ ହରାଇଥିଲା। ତାଙ୍କୁ ଆଭେଶ୍ ଖାନ୍ ଆଉଟ୍ କରିଥିଲେ।

ଏହା ପରେ ରେଡ୍ଡି ଓ ଧ୍ରୁବ ଶୋରେ (୪୪) ଦ୍ୱିତୀୟ ୱିକେଟ୍ ପାଇଁ ୮୫ ରନ୍ ଯୋଡ଼ିଥିଲେ। ତେବେ ଆଭେଶ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଶୋରେଙ୍କ ଆଉଟ୍ ପରେ ରେଡ୍ଡିଙ୍କୁ ସାଥ୍ ଦେଇଥିଲେ ଲାଡ୍। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୩୭ ରନର ଶତକୀୟ ଭାଗୀଦାରୀ କରିଥିଲେ। ଇଣ୍ଡିଆ ରେଡ୍ ପକ୍ଷରୁ ଆଭେଶ୍ ଓ ଅକ୍ଷୟ ୱାଖରେ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story