ଧୋନିଙ୍କୁ ଆଶ୍ୱସ୍ତି: ବେଙ୍ଗାଲୁରୁ କୋର୍ଟରେ ଚାଲିଥିବା ମାମଲା ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ଭାରତୀୟ ଏକଦିବସୀୟ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଗଣମାଧ୍ୟମରେ ଧୋନିଙ୍କୁ ଭଗବାନ ବିଷ୍ଣୁ ରୂପେ ଚିତ୍ରଣ କରାଯିବା ନେଇ ବେଙ୍ଗାଲୁରୁର କୋର୍ଟରେ ଚାଲିଥିବା ମାମଲା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଧୋନିଙ୍କ ବିରୋଧରେ ଅପରାଧ ମାମଲା ଚାଲୁଥିଲା। ଏକ ନିର୍ଦ୍ଦିଷ୍ଟ ମାଗାଜିନରେ ୨୦୧୩ ଏପ୍ରିଲରେ ଧୋନିଙ୍କୁ ଭଗବାନ ବିଷ୍ଣୁ ଭାବେ ଚିତ୍ରଣ କରି ଉପସ୍ଥାପନ କରାଯାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା […]

dhoni

dhoni

Rakesh Mallick
  • Published: Monday, 14 September 2015
  • Updated: 14 September 2015, 08:17 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଏକଦିବସୀୟ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଗଣମାଧ୍ୟମରେ ଧୋନିଙ୍କୁ ଭଗବାନ ବିଷ୍ଣୁ ରୂପେ ଚିତ୍ରଣ କରାଯିବା ନେଇ ବେଙ୍ଗାଲୁରୁର କୋର୍ଟରେ ଚାଲିଥିବା ମାମଲା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଧୋନିଙ୍କ ବିରୋଧରେ ଅପରାଧ ମାମଲା ଚାଲୁଥିଲା। ଏକ ନିର୍ଦ୍ଦିଷ୍ଟ ମାଗାଜିନରେ ୨୦୧୩ ଏପ୍ରିଲରେ ଧୋନିଙ୍କୁ ଭଗବାନ ବିଷ୍ଣୁ ଭାବେ ଚିତ୍ରଣ କରି ଉପସ୍ଥାପନ କରାଯାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ମହେନ୍ଦ୍ର ସିଂ ଧୋନୀ, ମାଗାଜିନ ପ୍ରକାଶକ ଓ ସଂପାଦକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story