ରିଓ ଅଲିମ୍ପିକ୍‌: ଆଜି ଦୀପା, ସାଇନା, ସିନ୍ଧୁ, ମନୋଜ ଓ ଗଗନଙ୍କ ଉପରେ ନଜର

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଦିନଟି ଭାରତୀୟଙ୍କ ପାଇଁ ବହୁତ ଖାସ୍। ପ୍ରଥମ ଭାରତୀୟ ଜିମ୍ନାଷ୍ଟ୍ ଭାବେ ଅଲିମ୍ପିକ୍‌ର ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିବା ଦୀପା କର୍ମାକର ଆଜି ପୁଣି ମୈଦାନକୁ ଓହ୍ଲାଇବେ। ଦୀପାଙ୍କ ପ୍ରତିଯୋଗିତା ରାତି ୧୧ଟା ୧୭ ମିନିଟ୍‌ରେ ଆରମ୍ଭ ହେବ। ସେ ଦେଶ ପାଇଁ ଏକ ପଦକ ଆଣିବେ ବୋଲି ସମସ୍ତେ ଆଶା କରାଯାଉଛି। ୫୨ ବର୍ଷ ପରେ ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ୍ ଭାବେ ସେ ଅଲିମ୍ପିକ୍‌ରେ ଅଂଶଗ୍ରହଣ […]

deepa

deepa

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 11:32 AM IST

Sports

Latest News

deepaରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଦିନଟି ଭାରତୀୟଙ୍କ ପାଇଁ ବହୁତ ଖାସ୍। ପ୍ରଥମ ଭାରତୀୟ ଜିମ୍ନାଷ୍ଟ୍ ଭାବେ ଅଲିମ୍ପିକ୍‌ର ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିବା ଦୀପା କର୍ମାକର ଆଜି ପୁଣି ମୈଦାନକୁ ଓହ୍ଲାଇବେ। ଦୀପାଙ୍କ ପ୍ରତିଯୋଗିତା ରାତି ୧୧ଟା ୧୭ ମିନିଟ୍‌ରେ ଆରମ୍ଭ ହେବ। ସେ ଦେଶ ପାଇଁ ଏକ ପଦକ ଆଣିବେ ବୋଲି ସମସ୍ତେ ଆଶା କରାଯାଉଛି।

୫୨ ବର୍ଷ ପରେ ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ୍ ଭାବେ ସେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଥରରେ ହିଁ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଜିମ୍ନାଷ୍ଟିକର ସମସ୍ତ ୫ଟି କ୍ୱାଲିଫିକେସନ୍ ସବ୍‌ଡିଭିଜନ୍ ଶେଷ ହେବା ପରେ ଦୀପା ଇଣ୍ଡିଭିଜୁଆଲ୍ ଭଲ୍ଟ ଇଭେଣ୍ଟରେ ଅଷ୍ଟମ ସ୍ଥାନରେ ରହି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଭାବେ ପଦକ ଜିତିଥିଲେ।

ବ୍ୟାଡ୍‌ମିଣ୍ଟନ୍‌ର ମହିଳା ଏକକ ବର୍ଗରେ ଆଜି ପୁଣି ମୈଦାନକୁ ଓହ୍ଲାଇବେ ସାଇନା ନେହୱାଲ୍ ଓ ପି.ଭି ସିନ୍ଧୁ। ଉଭୟ ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ସାଇନାଙ୍କ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା୨୫ରେ ହେବାକୁ ଥିବା ବେଳେ ସନ୍ଧ୍ୟା ୭ଟା ୪୫ମିନିଟ୍‌ରେ ସିନ୍ଧୁଙ୍କ ମ୍ୟାଚ୍ ଅଛି। ସାଇନା ୟୁକ୍ରେନ୍‌ର ମାରିଜା ୟୁଲିଟିନାଙ୍କ ବିପକ୍ଷରେ ଖେଳିବେ। ସେହିପରି ପି.ଭି ସିନ୍ଧୁ କାନାଡ଼ାର ମିଚେଲେ ଲିଙ୍କୁ ଭେଟିବେ।

ମୁଷ୍ଟିଯୋଦ୍ଧା ମନୋଜ କୁମାର ଆଜି ଉଜ୍‌ବେକିସ୍ତାନର ଫଜଲିଦିନ ଗାୟବନାଜାରୋବଙ୍କ ସହିତ ଲଢ଼ିବେ। ଭାରତୀୟ ସମୟ ଅନୁସାରେ ରାତି ୯ଟା ୧୫ ମିନିଟ୍‌ରେ ହେବାକୁ ଥିବା ଏହି ପୁରୁଷ ଲାଇଟ୍ ୱେଟ୍‌ ୬୪ କିଲୋଗ୍ରାମ ପ୍ରତିଯୋଗିତାରେ ମନୋଜ ଜିତିବେ ବୋଲି ଆଶା କରାଯାଉଛି।

ଭାରତୀୟ ବନ୍ଧୁକ ଚାଳକମାନେ ଲଗାତାର ନିରାଶ କରି ଚାଲିଥିଲେ ମଧ୍ୟ ଗଗନ ନାରଙ୍ଗ ଓ ଚୈନ ସିଂହ ଆଜି ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍‌ରେ କିଛି କମାଲ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଏହି ପ୍ରତିଯୋଗିତା ଆରମ୍ଭ ହେବ। ରାତି ସାଢ଼େ ନଅଟାରେ ଫାଇନାଲ୍ ରାଉଣ୍ଡ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story