ରିଓ ଅଲିମ୍ପିକ୍‌: ଫାଇନାଲ୍‌ରେ ହାରିଲେ ଲଳିତା

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଖେଳାଯାଇଥିବା ୩୦୦୦ ମିଟି ଷ୍ଟିପଲ୍ ଚେଜ୍‌ର ଫାଇନାଲ୍‌ରେ ଭାରତର ଲଳିତା ବାବ୍ବର ହାରି ଯାଇଛନ୍ତି। ସେ ୧୦ ନମ୍ବର ସ୍ଥାନରେ ରହିଥିଲେ। ୩୦୦୦ ମିଟର ଅତିକ୍ରମ କରିବାକୁ ସେ ୯ ମିନିଟ୍ ୨୨.୭୪ ସେକେଣ୍ଡ ସମୟ ନେଇଥିଲେ। ସେ ତାଙ୍କ ଜାତୀୟ ରେକର୍ଡଠାରୁ ୩ ସେକେଣ୍ଡ ପଛରେ ରହିଥିଲେ। ଏହି ବର୍ଗରେ ବାହାରିନ୍‌ର ରୁଥ୍ ଜେବେତ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

babbar

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 08:36 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଖେଳାଯାଇଥିବା ୩୦୦୦ ମିଟି ଷ୍ଟିପଲ୍ ଚେଜ୍‌ର ଫାଇନାଲ୍‌ରେ ଭାରତର ଲଳିତା ବାବ୍ବର ହାରି ଯାଇଛନ୍ତି। ସେ ୧୦ ନମ୍ବର ସ୍ଥାନରେ ରହିଥିଲେ।

୩୦୦୦ ମିଟର ଅତିକ୍ରମ କରିବାକୁ ସେ ୯ ମିନିଟ୍ ୨୨.୭୪ ସେକେଣ୍ଡ ସମୟ ନେଇଥିଲେ। ସେ ତାଙ୍କ ଜାତୀୟ ରେକର୍ଡଠାରୁ ୩ ସେକେଣ୍ଡ ପଛରେ ରହିଥିଲେ।

ଏହି ବର୍ଗରେ ବାହାରିନ୍‌ର ରୁଥ୍ ଜେବେତ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Related story