ରିଓ ଅଲିମ୍ପିକ୍‌: ଆଜି ଜର୍ମାନୀକୁ ଭେଟିବ ଭାରତୀୟ ପୁରୁଷ ହକି ଟିମ୍

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ପୋଲାଣ୍ଡକୁ ୩-୨ରେ ହରାଇଥିବା ଭାରତୀୟ ଦଳର ଆତ୍ମବିଶ୍ୱାସ ଦୃଢ଼ ରହିଛି। ଦଳ ଆଜିର ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ।

hockey

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 08:55 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ପୋଲାଣ୍ଡକୁ ୩-୨ରେ ହରାଇଥିବା ଭାରତୀୟ ଦଳର ଆତ୍ମବିଶ୍ୱାସ ଦୃଢ଼ ରହିଛି। ଦଳ ଆଜିର ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ।

ଏହି ମ୍ୟାଚ୍ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ।

Related story