ରିଓ ଅଲିମ୍ପିକ୍‌: ପ୍ରଥମ ମ୍ୟାଚ୍ ଜିତିଲେ କେ.ଶ୍ରୀକାନ୍ତ

ରିଓ ଡି ଜେନେରିଓ: ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗରେ ଭାରତର କେ. ଶ୍ରୀକାନ୍ତ ତାଙ୍କର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ମେକ୍ସିକୋର ଲିନୋ ମୁନୋଜଙ୍କୁ ୨୧-୧୧, ୨୧-୧୭ରେ ପରାସ୍ତ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା ଏକକ ବର୍ଗରେ ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହୱାଲ୍ ଓ ପି.ଭି ସିନ୍ଧୁ ସେମାନଙ୍କର ପ୍ରଥମ ମ୍ୟାଚ୍‌ ଜିତି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

k.srikant

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 08:55 AM IST

ରିଓ ଡି ଜେନେରିଓ: ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗରେ ଭାରତର କେ. ଶ୍ରୀକାନ୍ତ ତାଙ୍କର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ମେକ୍ସିକୋର ଲିନୋ ମୁନୋଜଙ୍କୁ ୨୧-୧୧, ୨୧-୧୭ରେ ପରାସ୍ତ କରିଛନ୍ତି।

ତାଙ୍କ ପୂର୍ବରୁ ମହିଳା ଏକକ ବର୍ଗରେ ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହୱାଲ୍ ଓ ପି.ଭି ସିନ୍ଧୁ ସେମାନଙ୍କର ପ୍ରଥମ ମ୍ୟାଚ୍‌ ଜିତି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

Related story