ରିଓ ଅଲିମ୍ପିକ୍‌: ସେମି ଫାଇନାଲରେ ସିନ୍ଧୁ

ରିଓ ଡି ଜେନେରିଓ: ବ୍ୟାଡ଼ମିଣ୍ଟନରେ ଦମଦାର ପ୍ରଦର୍ଶନ କରି ଭାରତର ପିଭି ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ବର୍ଗର ଏକ ମ୍ୟାଚ୍‌ରେ ସେ ଚୀନ୍‌ ପ୍ରତିଦ୍ୱନ୍ଦ୍ୱୀ ୱାଙ୍ଗ ଇହାନଙ୍କୁ ୨୨-୨୦, ୨୧-୧୯ ପଏଣ୍ଟରେ ପରାସ୍ତ କରି ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମିରେ ସିନ୍ଧୁ ଜାପାନର ନୋଜୋମି ୱାକୁହାରାଙ୍କୁ ଭେଟିବେ।

sindhu

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 10:48 AM IST

ରିଓ ଡି ଜେନେରିଓ: ବ୍ୟାଡ଼ମିଣ୍ଟନରେ ଦମଦାର ପ୍ରଦର୍ଶନ କରି ଭାରତର ପିଭି ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ବର୍ଗର ଏକ ମ୍ୟାଚ୍‌ରେ ସେ ଚୀନ୍‌ ପ୍ରତିଦ୍ୱନ୍ଦ୍ୱୀ ୱାଙ୍ଗ ଇହାନଙ୍କୁ ୨୨-୨୦, ୨୧-୧୯ ପଏଣ୍ଟରେ ପରାସ୍ତ କରି ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସେମିରେ ସିନ୍ଧୁ ଜାପାନର ନୋଜୋମି ୱାକୁହାରାଙ୍କୁ ଭେଟିବେ।

Related story