ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ତିନି ରିଜର୍ଭ ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ବିସିସିଆଇ ଭାରତୀୟ ଦଳରେ ତିନି ଜଣ ରିଜର୍ଭ ଖେଳାଳିଙ୍କ ସାମିଲ୍ କରିଛି। ସେମାନେ ହେଲେ ଋଷଭ ପନ୍ତ, ଅମ୍ବାତି ରାୟୁଡୁ ଓ ନବଦୀପ ସାଇନି। ଏହି ତିନି ଖେଳାଳିଙ୍କୁ ବିଶ୍ୱକପ୍ ପାଇଁ ଷ୍ଟାଣ୍ଡବାଏ ରଖାଯାଇଛି। ଆଇସିସି ସମ୍ଭାବ୍ୟ ଖେଳାଳି ଚୟନ ପାଇଁ ପ୍ରକ୍ରିୟା ବନ୍ଦ କରିଛି। ତେବେ ବିସିସିଆଇ ପାଖରେ ଏହି ତିନିଜଣ ବ୍ୟତୀତ ଅନ୍ୟ ଖେଳାଳିଙ୍କୁ ଚୟନ କରିବା ପାଇଁ ବିକଳ୍ପ ମଧ୍ୟ ରହିବ, କିନ୍ତୁ ଏହାର […]

wc stand by

wc stand by

Ranjit Kumar Jena
  • Published: Wednesday, 17 April 2019
  • Updated: 17 April 2019, 03:52 PM IST

ନୂଆଦିଲ୍ଲୀ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ବିସିସିଆଇ ଭାରତୀୟ ଦଳରେ ତିନି ଜଣ ରିଜର୍ଭ ଖେଳାଳିଙ୍କ ସାମିଲ୍ କରିଛି। ସେମାନେ ହେଲେ ଋଷଭ ପନ୍ତ, ଅମ୍ବାତି ରାୟୁଡୁ ଓ ନବଦୀପ ସାଇନି। ଏହି ତିନି ଖେଳାଳିଙ୍କୁ ବିଶ୍ୱକପ୍ ପାଇଁ ଷ୍ଟାଣ୍ଡବାଏ ରଖାଯାଇଛି।

ଆଇସିସି ସମ୍ଭାବ୍ୟ ଖେଳାଳି ଚୟନ ପାଇଁ ପ୍ରକ୍ରିୟା ବନ୍ଦ କରିଛି। ତେବେ ବିସିସିଆଇ ପାଖରେ ଏହି ତିନିଜଣ ବ୍ୟତୀତ ଅନ୍ୟ ଖେଳାଳିଙ୍କୁ ଚୟନ କରିବା ପାଇଁ ବିକଳ୍ପ ମଧ୍ୟ ରହିବ, କିନ୍ତୁ ଏହାର ସମ୍ଭାବନା ମଧ୍ୟ ବହୁତ କମ୍। ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, 'ଆଇସିସି ଚାମ୍ପିଅନ୍ସ ଟ୍ରଫି ଭଳି ଆମ ପାଖରେ ତିନିଜଣ ଷ୍ଟାଣ୍ଡ ବାଏ ରହିବେ।

ପନ୍ତ ଓ ରାୟୁଡୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଷ୍ଟାଣ୍ଡ ବାଏ ଏବଂ ସାଇନି ବୋଲର ଭାବେ ସାମିଲ୍ ଅଛନ୍ତି। ଖଲିଲ ଅହମ୍ମଦ, ଆଭେଶ୍ ଖାନ୍ ଓ ଦୀପକ ଚହର ନେଟ୍ ବୋଲର ଭାବେ ଟିମ୍ ସହ ଯିବେ। ଟିମ୍ ମ୍ୟାନେଜମେଣ୍ଟକୁ ଯଦି ଆବଶ୍ୟକ ପଡେ, ତାହେଲେ ଏମାନଙ୍କୁ ସାମିଲ୍ କରାଯାଇପାରେ।

ତେବେ ଖଲିଲ, ଆଭେଶ୍ ଓ ଦୀପକ ଷ୍ଟାଣ୍ଡ ବାଏରେ ନାହାନ୍ତି।' ବିଶ୍ୱକପରେ ଖେଳିବାକୁଥିବା ଭାରତୀୟ ଟିମକୁ ଏଥର ୟୋ ୟୋ ଟେଷ୍ଟ ଦେବାକୁ ପଡ଼ିବ ନାହିଁ, କାରଣ ଆଇପିଏଲ୍ ମେ' ୧୨ ତାରିଖ ସୁଦ୍ଧା ଶେଷ ହେବ। ବିସିସିଆଇ ଅଧିକାର ଜଣକ କହିଛନ୍ତି, 'ଖେଳାଳିମାନେ ବ୍ୟସ୍ତବହୁଳ ଟି-୨୦ ସିଜନ୍ ଖେଳୁଛନ୍ତି। ଆଇପିଏଲ ଶେଷ ହେବା ପରେ ସେମାନଙ୍କୁ ରିକଭରି ପାଇଁ ସମୟ ଦରକାର। ଏହି କାରଣରୁ ଖେଳାଳିମାନଙ୍କର କୌଣସି ୟୋ ୟୋ ଟେଷ୍ଟ ହେବ ନାହିଁ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story