ଧୋନିଙ୍କ ରେକର୍ଡ କାଟିବେ ପନ୍ତ!

ହାଇଦ୍ରାବାଦ: ଟିମ୍ ଇଣ୍ଡିଆ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆସନ୍ତାକାଲିଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ ହେବାକୁ ଟି-୨୦ ସିରିଜରେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ କାଟିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ପାଖରେ ଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ସଫଳତା ହାସଲକାରୀ ୱିକେଟକିପର ହେବାର ସୁଯୋଗ ରହିଛି। ପନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭ଟି ଟି-୨୦ ମ୍ୟାଚ୍ ଖେଳି ୱିକେଟ୍ ପଛରେ ୩ଟି ସଫଳତା ହାସଲ କରିଛନ୍ତି। ଏହି ମାମଲାରେ ଧୋନି ୭ଟି ମ୍ୟାଚ୍ ଖେଳି ୫ଟି ସଫଳତା ସହ ଆଗରେ […]

pant

Ranjit Kumar Jena
  • Published: Thursday, 05 December 2019
  • , Updated: 05 December 2019, 07:56 PM IST

ହାଇଦ୍ରାବାଦ: ଟିମ୍ ଇଣ୍ଡିଆ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆସନ୍ତାକାଲିଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ ହେବାକୁ ଟି-୨୦ ସିରିଜରେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ କାଟିବାକୁ ଲକ୍ଷ୍ୟ ରଖିଛନ୍ତି।

ତାଙ୍କ ପାଖରେ ଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ସଫଳତା ହାସଲକାରୀ ୱିକେଟକିପର ହେବାର ସୁଯୋଗ ରହିଛି। ପନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭ଟି ଟି-୨୦ ମ୍ୟାଚ୍ ଖେଳି ୱିକେଟ୍ ପଛରେ ୩ଟି ସଫଳତା ହାସଲ କରିଛନ୍ତି। ଏହି ମାମଲାରେ ଧୋନି ୭ଟି ମ୍ୟାଚ୍ ଖେଳି ୫ଟି ସଫଳତା ସହ ଆଗରେ ରହିଛନ୍ତି।

ଇଣ୍ଡିଜର ପୂର୍ବତନ ୱିକେଟକିପର ଦିନେଶ ରାମଦିନ୍ ୫ ସଫଳତା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଆନ୍ଦ୍ରେ ଫ୍ଲେଚର୍ ୪ଟି ଏବଂ ଦିନେଶ କାର୍ତ୍ତିକ ତିନୋଟି ସଫଳତା ହାସଲ କରିଛନ୍ତି।

Related story