ରୋଜର୍ସ କପ୍: ସେମିରେ ସାନିଆ-ହିଙ୍ଗିସ୍ ଯୋଡ଼ି

ଟୋରୋଣ୍ଟୋ: ଟପ୍ ସିଡ୍ ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ଯୋଡ଼ି ଡବ୍ଲ୍ୟୁଟିଏ ରୋଜର୍ସ କପର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି। ତାଇପେଇର ହାଓ-ଚିଙ୍ଗ ଚାନ୍ ଓ ୟଙ୍କ-ଜାନ୍ ଚାନଙ୍କୁ ୬-୪, ୬-୨ ସେଟରେ ହରାଇ ଏହି ଯୋଡ଼ି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ପ୍ରବେଶ କରିବା ପାଇଁ ସାନିଆ-ହିଙ୍ଗିସ୍ ଯୋଡ଼ି ସେମି ଫାଇନାଲରେ ଚତୁର୍ଥ ସିଡର କାରୋଲାଇନ୍ ଗାରସିଆ ଓ କାଟାରିନା ସ୍ରେବୋଣ୍ଟିକ ଯୋଡ଼ିଙ୍କୁ ଭେଟିବେ।  

SaniaHingis

SaniaHingis

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 11:46 AM IST

Sports

Latest News

ଟୋରୋଣ୍ଟୋ: ଟପ୍ ସିଡ୍ ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ଯୋଡ଼ି ଡବ୍ଲ୍ୟୁଟିଏ ରୋଜର୍ସ କପର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି। ତାଇପେଇର ହାଓ-ଚିଙ୍ଗ ଚାନ୍ ଓ ୟଙ୍କ-ଜାନ୍ ଚାନଙ୍କୁ ୬-୪, ୬-୨ ସେଟରେ ହରାଇ ଏହି ଯୋଡ଼ି ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ଫାଇନାଲରେ ପ୍ରବେଶ କରିବା ପାଇଁ ସାନିଆ-ହିଙ୍ଗିସ୍ ଯୋଡ଼ି ସେମି ଫାଇନାଲରେ ଚତୁର୍ଥ ସିଡର କାରୋଲାଇନ୍ ଗାରସିଆ ଓ କାଟାରିନା ସ୍ରେବୋଣ୍ଟିକ ଯୋଡ଼ିଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story