ରୋହିତଙ୍କ ପାଇଁ ଶ୍ରୀଲଙ୍କା ଟିମ୍‌ର ବଡ଼ ଫ୍ୟାନ୍‌ ଫେରିପାରିଲେ ଘରକୁ: ବାପାଙ୍କ ଚିକିତ୍ସା ପାଇଁ ମଧ୍ୟ ପ୍ରତିଶୃତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ମୋହାଲି ଦିନିକିଆରେ ତାଙ୍କର ତୃତୀୟ ଦ୍ୱିଶତକ ହାସଲ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବିଶ୍ୱ କ୍ରିକେଟ୍ ପାଇଁ ସେ ଆଉ ଏକ ମାଇଲ୍‌ ଷ୍ଟୋନ୍‌ ଛିଡାକରିଛନ୍ତି। ହେଲେ ଆପଣ ଜାଣିଛନ୍ତି ରୋହିତ ଶର୍ମା କେବଳ ଜଣେ ଭଲ ଖେଳାଳି ନୁହଁନ୍ତି ସେ ଜଣେ ଭଲ ମଣିଷ ମଧ୍ୟ। ଗତ ସପ୍ତହାରେ ସେ ଏମିତ ଏକ କାମ କରିଛନ୍ତି ଏହାକୁ ଶୁଣିଲେ ଆପଣ ତାଙ୍କୁ ପ୍ରଶଂସା କରି […]

Rohit image

Rohit image

Rakesh Mallick
  • Published: Friday, 15 December 2017
  • Updated: 15 December 2017, 05:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ମୋହାଲି ଦିନିକିଆରେ ତାଙ୍କର ତୃତୀୟ ଦ୍ୱିଶତକ ହାସଲ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବିଶ୍ୱ କ୍ରିକେଟ୍ ପାଇଁ ସେ ଆଉ ଏକ ମାଇଲ୍‌ ଷ୍ଟୋନ୍‌ ଛିଡାକରିଛନ୍ତି।

ହେଲେ ଆପଣ ଜାଣିଛନ୍ତି ରୋହିତ ଶର୍ମା କେବଳ ଜଣେ ଭଲ ଖେଳାଳି ନୁହଁନ୍ତି ସେ ଜଣେ ଭଲ ମଣିଷ ମଧ୍ୟ। ଗତ ସପ୍ତହାରେ ସେ ଏମିତ ଏକ କାମ କରିଛନ୍ତି ଏହାକୁ ଶୁଣିଲେ ଆପଣ ତାଙ୍କୁ ପ୍ରଶଂସା କରି ରହିପାରିବେନି।

ବର୍ତ୍ତମାନ ଏକ ଲମ୍ବା କ୍ରିକେଟ୍‌ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କା ଟିମ୍‌ ଭାରତ ଗସ୍ତରେ ଅଛି। ଏବଂ ନିଜ କ୍ରିକେଟ୍‌ ଟିମକୁ ସପୋର୍ଟ ପାଇଁ ଭାରତ ଗସ୍ତରେ ଆସିଛନ୍ତି ଶ୍ରୀଲଙ୍କାର ଅନେକ କ୍ରିକେଟ୍‌ ପ୍ରେମୀ ପ୍ରଶଂସକ। ଏହାରି ମଧ୍ୟରୁ ଏମିତି ଜଣେ ପ୍ରଶଂସକ ଅଛନ୍ତି ଯିଏ ଶ୍ରୀଲଙ୍କା ଟିମ୍‌ର ସବୁଠୁ ବଡ଼ ଫ୍ୟାନ୍‌। ସେ ହେଉଛନ୍ତି ମହମଦ୍‌ ନିଲମ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ନିଲମ ନିଜ ଦେଶକୁ ଠିକ୍‌ ସମୟରେ ଫେରିବା ସହ ବାପଙ୍କୁ ଚିକିତ୍ସା କରାଇପାରିଛନ୍ତି।

ନିଲମ ଭାରତ-ଶ୍ରୀଲଙ୍କା ସରିଜର ଶେଷ ମ୍ୟଚ୍ ପର୍ଯ୍ୟନ୍ତ ଭାରତରେ ରହି କ୍ରେକେଟ୍‌ ମ୍ୟାଚ୍‌ ଦେଖିପାରିବା ପାଇଁ ଅଗ୍ରଣି ଟିକେଟ୍‌ କରିଥିଲେ। ହେଲେ ସେ ଭାରତରେ ଥିବା ବେଳେ ଜାଣିବାରୁ ପାଇଲେ ଯେ ତାଙ୍କ ବାପା କ୍ୟାନସର୍‌ ରୋଗରେ ପୀଡ଼ିତ। ବାପାଙ୍କ ଚିକିତ୍ସା ପାଇଁ ସେ ଶ୍ରୀଲଙ୍କାକୁ ଫେରିବାକୁ ଚାହୁଁଥିଲେ। ହେଲେ ତାଙ୍କ ପାଖରେ ପୁଣିଥରେ ଟିକେଟ୍‌ କରି ଶ୍ରୀଲଙ୍କା ଫେରିବାକୁ ଅର୍ଥ ନଥିବାରୁ ସେ ଚିନ୍ତିତ ଥିଲେ।

ଏହି ସମୟରେ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍‌ ଭାବେ ପରିଚିତ ସୁଧିର ଗୌତ୍ତମ ନିଲମଙ୍କୁ ସହାଜ୍ୟରେ ହାତ ବଢାଇଥିଲେ। ସୁଧିର ଗୌତ୍ତମଙ୍କ ଜରିଆରେ ଏହି ଖବର ରୋହିତ ଶର୍ମାଙ୍କ କାନରେ ପଡ଼ିଥିଲା। ଏହାଶୁଣି ସଙ୍ଗେସଙ୍ଗେ ରୋହିତ ଶର୍ମା ରିଟର୍ଣ୍ଣ ଟିକେଟ୍‌ ପାଇଁ ଅର୍ଥ ପ୍ରଦାନ କରିଥିଲେ। ଏବଂ ବାପାଙ୍କ ଚିକିତ୍ସାରେ ସବୁ ପ୍ରକାର ସହାୟତା ପାଇଁ  ସେ ନିଲମଙ୍କୁ ପ୍ରତିଶୃତି ମଧ ଦେଇଥିଲେ। ରୋହିତଙ୍କ ଦ୍ୱିଶତକୀୟ ପାଳି ପରେ ଏଭଳି କଥା ଜଣାପଡ଼ିଥିଲା। ରୋହିତ ଶର୍ମାଙ୍କ ସଫଳତାରେ ନିଲମ ବହୁତ ଖୁସି ହୋଇ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

https://www.youtube.com/watch?v=IAndQNEJm4M

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story