ଏସିଆ କପ୍ ପାଇଁ ଟିମ୍ ଘୋଷଣା: ବିରାଟଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

ମୁମ୍ବାଇ: ଏସିଆ କପ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୬ ଜଣିଆ ଦଳରେ ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରାଯାଇନାହିଁ। ତାଙ୍କୁ ବିଶ୍ରାମ ଦିଆଯାଇଛି। ବିରାଟଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଶିଖର ଧୱନଙ୍କୁ ଉପ-ଅଧିନାୟକ କରାଯାଇଛି। ରାଜସ୍ଥାନର ବାମହାତୀ ପେସ୍ ବୋଲର୍ ଖଲୀଲ୍ ଅହମଦ ଏକ ମାତ୍ର ନୂଆ ମୁହଁ ଭାବେ ଟିମ୍‌ରେ ସାମିଲ ହୋଇଛନ୍ତି। ଦୁବାଇରେ ସେପ୍ଟେମ୍ବର ୧୫ ତାରିଖରୁ ଏସିଆ କପ୍ ଆରମ୍ଭ ହେବ। […]

rohit

rohit

Jitendra Garnayak
  • Published: Saturday, 01 September 2018
  • Updated: 01 September 2018, 08:54 AM IST

Sports

Latest News

ମୁମ୍ବାଇ: ଏସିଆ କପ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୬ ଜଣିଆ ଦଳରେ ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରାଯାଇନାହିଁ। ତାଙ୍କୁ ବିଶ୍ରାମ ଦିଆଯାଇଛି।

ବିରାଟଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଶିଖର ଧୱନଙ୍କୁ ଉପ-ଅଧିନାୟକ କରାଯାଇଛି।

[caption id="attachment_270206" align="aligncenter" width="868"]khaleel ଖଲୀଲ ଅହମଦ (image credit-CricTracker.com)[/caption]

ରାଜସ୍ଥାନର ବାମହାତୀ ପେସ୍ ବୋଲର୍ ଖଲୀଲ୍ ଅହମଦ ଏକ ମାତ୍ର ନୂଆ ମୁହଁ ଭାବେ ଟିମ୍‌ରେ ସାମିଲ ହୋଇଛନ୍ତି।

ଦୁବାଇରେ ସେପ୍ଟେମ୍ବର ୧୫ ତାରିଖରୁ ଏସିଆ କପ୍ ଆରମ୍ଭ ହେବ। ଭାରତର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଅଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍ କିପର୍), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ଶର୍ଦ୍ଦୁଲ ଠାକୁର ଓ ଖଲୀଲ ଅହମଦ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story