କୋଚ୍‌ ରବି ଶାସ୍ତ୍ରୀ ହିଟ୍‌ମ୍ୟାନ୍‌ଙ୍କୁ ଦେଲେ ଆଉ ଏକ ନୂଆ ନାଁ: ଯାହା ଆପଣଙ୍କୁ ଚକିତ କରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହତି ଶର୍ମାଙ୍କ ବିସ୍ଫୋରକ ପାଳି ପାଇଁ ସେ ଏବେ ଚର୍ଚ୍ଚାରେ। ହିଟ୍‌ମ୍ୟାନ୍‌ ରୋହିତଙ୍କ ଏଭଳି  ଅସାଧାରଣ କିର୍ତ୍ତୀମାନ, କେବଳ ତାଙ୍କ ପତ୍ନୀଙ୍କୁ ଭାବୁକ କରିନଥିଲା, କୋଚ ରବି ଶାସ୍ତ୍ରୀଙ୍କୁ ମଧ୍ୟ ଏହା ବେଶ୍‌ ପ୍ରଭାବିତ କରିଛି। ଶାସ୍ତ୍ରୀ ଏତେ ଖୁସି ହୋଇଯାଇଥିଲେ ଯେ ମ୍ୟାଚ୍ ପରେ ସେ ରୋହତିଙ୍କ ନୂଆ ନାଁ ମଧ୍ୟ ଦେଇଦେଇଥିଲେ। ଦ୍ୱିତୀୟ ଦିନିକିଆକୁ ଭାରତ ୧୪୧ରନରେ ଜିତିବା ପରେ ବିସିସିଆଇ ଟ୍ୱିଟର୍‌ରେ ଏକ ଭିଡ଼ିଓ […]

shastri_rohit6666_1513243733_618x347

shastri_rohit6666_1513243733_618x347

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 04:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହତି ଶର୍ମାଙ୍କ ବିସ୍ଫୋରକ ପାଳି ପାଇଁ ସେ ଏବେ ଚର୍ଚ୍ଚାରେ। ହିଟ୍‌ମ୍ୟାନ୍‌ ରୋହିତଙ୍କ ଏଭଳି  ଅସାଧାରଣ କିର୍ତ୍ତୀମାନ, କେବଳ ତାଙ୍କ ପତ୍ନୀଙ୍କୁ ଭାବୁକ କରିନଥିଲା, କୋଚ ରବି ଶାସ୍ତ୍ରୀଙ୍କୁ ମଧ୍ୟ ଏହା ବେଶ୍‌ ପ୍ରଭାବିତ କରିଛି। ଶାସ୍ତ୍ରୀ ଏତେ ଖୁସି ହୋଇଯାଇଥିଲେ ଯେ ମ୍ୟାଚ୍ ପରେ ସେ ରୋହତିଙ୍କ ନୂଆ ନାଁ ମଧ୍ୟ ଦେଇଦେଇଥିଲେ।

ଦ୍ୱିତୀୟ ଦିନିକିଆକୁ ଭାରତ ୧୪୧ରନରେ ଜିତିବା ପରେ ବିସିସିଆଇ ଟ୍ୱିଟର୍‌ରେ ଏକ ଭିଡ଼ିଓ ଅପଲୋଡ କରିଥିଲା। ଯେଉଁଥିରେ ରବି ଶାସ୍ତ୍ରୀ, ରୋହିତ ଶର୍ମାଙ୍କ ଇଣ୍ଟର୍ଭ୍ୟୁ ନେଉଥିବାର ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓରେ ରୋହିତଙ୍କ ଦ୍ୱିଶତକୀୟ ପାଳି ପାଇଁ ରବି ଶାସ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ‘ଆଜି ତୁମେ ଆମ ପାଇଁ ରୋହିତ ପଇସା ୱସୁଲ ଶର୍ମା’।

ପୁଣିଥରେ ଜଣାଇଦେବାକୁ ଚାହୁଁଛୁ ମୋହାଲିରେ ଖେଳାଯାଇଥିହା ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ୨୦୮ରନର ଏକ ଦ୍ୱିଶତକୀୟ ପାଳି ଖେଳିଥିଲେ। ଏହି ଦ୍ୱିଶତକ ସହ ସେ ଏପର୍ଯ୍ୟନ୍ତ ୩ଟି ଦ୍ୱିଶତକ ହାସଲ କରିଛନ୍ତି। ବିଶ୍ୱର ପ୍ରଥମ ଖେଳାଳି ଭାବେ ସେ ୩ଟି ଦ୍ୱିଶତକ ହାସଲ କରି ବିଶ୍ୱ କ୍ରୀକେଟ୍‌ ଜଗତର ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

https://youtu.be/XIiiDjSIhpQ?t=18

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story