ଆହତ ପରେ ଦଳକୁ କମ୍‌ବ୍ୟାକ୍ କରିବା ସହଜ ନୁହେଁ: ରୋହିତ ଶର୍ମା        

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏବେ ଫୁଲ୍‌ ଫର୍ମରେ ଅଛନ୍ତି। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ସିରିଜରେ ସେ ଆକର୍ଷଣୀୟ ଫର୍ମରେ ଥିଲେ। ଏବଂ ଆଗାମୀ ଅଷ୍ଟ୍ରେଲିଆ ସିରିଜ ପାଇଁ ତାଙ୍କ ଉପରେ ଦଳ ଅନେକ କିଛି ଆଶା ରଖିଛି। ସେ ଯଦି ତାଙ୍କ ଫର୍ମରେ ବଳବତ୍ତର ରହିବେ ତେବେ ଅଷ୍ଟ୍ରେଲିଆର ବୋଲିଂ ଲାଇନ୍‌କୁ ସେ ଏକାକି ଧୂଳିସାତ କରିବାର କ୍ଷମାତ ରଖିଛନ୍ତି ବୋଲି ସମସ୍ତେ ଜାଣନ୍ତି। ଅନ୍ୟପଟେ ରୋହିତ ଶର୍ମା […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏବେ ଫୁଲ୍‌ ଫର୍ମରେ ଅଛନ୍ତି। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ସିରିଜରେ ସେ ଆକର୍ଷଣୀୟ ଫର୍ମରେ ଥିଲେ। ଏବଂ ଆଗାମୀ ଅଷ୍ଟ୍ରେଲିଆ ସିରିଜ ପାଇଁ ତାଙ୍କ ଉପରେ ଦଳ ଅନେକ କିଛି ଆଶା ରଖିଛି। ସେ ଯଦି ତାଙ୍କ ଫର୍ମରେ ବଳବତ୍ତର ରହିବେ ତେବେ ଅଷ୍ଟ୍ରେଲିଆର ବୋଲିଂ ଲାଇନ୍‌କୁ ସେ ଏକାକି ଧୂଳିସାତ କରିବାର କ୍ଷମାତ ରଖିଛନ୍ତି ବୋଲି ସମସ୍ତେ ଜାଣନ୍ତି।

ଅନ୍ୟପଟେ ରୋହିତ ଶର୍ମା କହିଛନ୍ତି ଯେ ଦଳରୁ ଅନେକ ଦିନ ଦୂରେଇ ରହିବା ପରେ ପୁଣିଥରେ କମ୍‌ବ୍ୟାକ୍ କରି ଫର୍ମକୁ ଫେରିବା ସହଜ କଥା ନୁହେଁ। କାରଣ ଆହତ ସମୟରେ ଅଭ୍ୟାସ୍‌ କରିହୁଏନି। ଏହାସହ ମାନସିକ ସ୍ଥରରେ ମଧ୍ୟ ଏହାର ପ୍ରଭାବ ପଡିଥାଏ। ଫଳରେ ପୁଣିଥିରେ ଦଳରେ ସ୍ଥାନ ପକ୍କା କରିବା ପାଇଁ ସମୟ ଲାଗିଥାଏ। ଏଥିପାଇଁ ଅନେକ୍ ସଂଘର୍ଷ କରିବାକୁ ମଧ୍ୟ ପଡିଥାଏ। ରୋହିତ ଶର୍ମା ଆହତ କାରଣରୁ ଅକ୍ଟୋବର ୨୦୧୬ରୁ ୨୦୧୭ ଏପ୍ରିଲ ପର୍ଯ୍ୟନ୍ତ ଦଳରୁ ଦୂରେଇ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story