ପ୍ରତ୍ୟାବର୍ତ୍ତନ ପାଇଁ ରୋହିତ୍ ଆପଣାଇଲେ ଏହି ଉପାୟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ବହୁତ କମ୍ ଜିମରେ ଦେଖିବାକୁ ମିଳେ। କିନ୍ତୁ ଏବେ ରୋହିତ୍ ନିଜର ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କୁ ଜିମରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଛି। ଆହତ କାରଣରୁ ଜାତୀୟ ଦଳରୁ ବାହାରେ ଥିବା ରୋହିତ୍ ଏବେ ପ୍ରତ୍ୟାବର୍ତ୍ତନ ପାଇଁ ଜିମର ସାହାରା ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ଆହତ ହୋଇଥିବା ରୋହିତ୍ ଯନ୍ତ୍ରଣା ସତ୍ତ୍ୱେ ୱାର୍କଆଉଟ୍ କରିବା ଆରମ୍ଭ କରିଦେଇଛନ୍ତି। ଟି-୨୦ରେ […]

rohit

rohit

Ranjit Kumar Jena
  • Published: Wednesday, 19 February 2020
  • Updated: 19 February 2020, 09:27 PM IST

Sports

Latest News

ମୁମ୍ବାଇ: ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ବହୁତ କମ୍ ଜିମରେ ଦେଖିବାକୁ ମିଳେ। କିନ୍ତୁ ଏବେ ରୋହିତ୍ ନିଜର ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କୁ ଜିମରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଛି। ଆହତ କାରଣରୁ ଜାତୀୟ ଦଳରୁ ବାହାରେ ଥିବା ରୋହିତ୍ ଏବେ ପ୍ରତ୍ୟାବର୍ତ୍ତନ ପାଇଁ ଜିମର ସାହାରା ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ଆହତ ହୋଇଥିବା ରୋହିତ୍ ଯନ୍ତ୍ରଣା ସତ୍ତ୍ୱେ ୱାର୍କଆଉଟ୍ କରିବା ଆରମ୍ଭ କରିଦେଇଛନ୍ତି।

ଟି-୨୦ରେ ଆହତ କାରଣରୁ ରୋହିତ୍ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ। ରୋହିତଙ୍କ ଏହି ଆଘାତକୁ ନେଇ ଟିମ୍ ଇଣ୍ଡିଆ ସମେତ ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଚିନ୍ତିତ ପଡ଼ିଯାଇଛି। କିନ୍ତୁ ବୁଧବାର ରୋହିତ୍ ଯେଉଁ ଭିଡିଓ ଶେଆର୍ କରିଛନ୍ତି, ତାହା ଦେଖି ଟିମ୍ ଇଣ୍ଡିଆ ଓ ମୁମ୍ବାଇ ଇଣ୍ଡିଆନ୍ସ ନିଶ୍ଚିତ ଆଶ୍ୱସ୍ତି ହୋଇଥିବ।

View this post on Instagram

A post shared by Rohit Sharma (@rohitsharma45) on

ରୋହିତ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜିମର ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କୁ ୱାର୍କଆଉଟ୍ କରୁଥିବାର ଦେଖିବାକୁ ମିଳିଛି। ଫିଟନେସ୍ ହାସଲ କରିବା ପାଇଁ ସେ ଏହି ୱାର୍କଆଉଟ୍ କରିବା ଆରମ୍ଭ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କର ଏହି ଭିଡିଓକୁ ଶେଆର୍ କରି ଲେଖିଛି ଯେ ରୋହିତ୍ ଶର୍ମା ଆହତରୁ ରିକଭରୀ କରୁଛନ୍ତି।

ତେବେ ରୋହିତ୍ ନିଜର ଏହି ଭିଡିଓ ପାଇଁ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି। ଭାରତର ପୂର୍ବତନ ସ୍ପିନର ହରଭଜନ ସିଂହ ରୋହିତଙ୍କୁ ମଜାକିଆ ଅନ୍ଦାଜରେ ଟାର୍ଗେଟ୍ କରିଛନ୍ତି। ଭଜି କହିଛନ୍ତି, "ଏଥିପାଇଁ କେବଳ ୪୦ କେଜି। କମନ୍ ଶାନା।" ଏହାର ଜବାବରେ ରୋହିତ୍ କହିଛନ୍ତି, ଆହତ ପରେ ଓଜନ ଉଠାଇବାରେ ଏହା ମୋର ପ୍ରଥମ ଦିନ।

ୱାର୍କଆଉଟ୍ ଭିଡିଓରେ ରୋହିତ୍ ଫିଟ୍ ନଜର ଆସୁଛନ୍ତି। ଯଦି ରୋହିତ୍ ଫିଟ୍ ହୁଅନ୍ତି, ତାହେଲେ ସେ ମାର୍ଚ୍ଚ ୧୨ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଭାରତୀୟ ଦଳକୁ ଫେରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story