ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲେ ରୋହିତ ଶର୍ମା

ଦୁବାଇ: ଏସିଆ କପ୍‌ର ସୁପର୍ ଫୋର୍‌ର ଏକ ମ୍ୟାଚ୍‌ରେ ରବିବାର ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଦୁବାଇରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶିଖର ଧୱନ ୧୧୪ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୧୧ ରନ୍ କରି ଅପରାଜିତ ରହିଥିଲେ। ରୋହିତଙ୍କର ଏହା ଥିଲା ୧୯ତମ ଦିନିକିଆ ଶତକ। ଶତକ କରିବା ସହିତ ଗତକାଲି ରୋହିତ ଅନ୍ତର୍ଜାତୀୟ ଦିନିକିଆରେ ୭୦୦୦ ରନ୍ ପୂରଣ କରିଛନ୍ତି। ସେ ବ୍ୟକ୍ତଗତ […]

rohitsharma

rohitsharma

Jitendra Garnayak
  • Published: Monday, 24 September 2018
  • Updated: 24 September 2018, 07:38 AM IST

Sports

Latest News

ଦୁବାଇ: ଏସିଆ କପ୍‌ର ସୁପର୍ ଫୋର୍‌ର ଏକ ମ୍ୟାଚ୍‌ରେ ରବିବାର ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୯ ୱିକେଟ୍‌ରେ ପରାସ୍ତ କରିଛି।

ଦୁବାଇରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶିଖର ଧୱନ ୧୧୪ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୧୧ ରନ୍ କରି ଅପରାଜିତ ରହିଥିଲେ। ରୋହିତଙ୍କର ଏହା ଥିଲା ୧୯ତମ ଦିନିକିଆ ଶତକ।

ଶତକ କରିବା ସହିତ ଗତକାଲି ରୋହିତ ଅନ୍ତର୍ଜାତୀୟ ଦିନିକିଆରେ ୭୦୦୦ ରନ୍ ପୂରଣ କରିଛନ୍ତି। ସେ ବ୍ୟକ୍ତଗତ ଭାବେ ୯୪ ରନ୍ କରିଥିବା ବେଳେ ଏହି ମାଇଲ୍ ଖୁଣ୍ଟ ଅତିକ୍ରମ କରିଥିଲେ। ୧୮୧ଟି ପାଳିରେ ସେ ୭୦୦୦ ରନ୍ ପୂରଣ କରିଛନ୍ତି।

ଅନ୍ତର୍ଜାତୀୟ ଦିନିକିଆରେ ୭୦୦୦ ରନ୍ ପୂରଣ କରିବାରେ ରୋହିତ ହେଉଛନ୍ତି ନବମ ଭାରତୀୟ। ଆଉ ଦ୍ରୁତ ୭୦୦୦ ରନ୍ କରିବାରେ ସେ ଭାରତୀୟଙ୍କ ମଧ୍ୟରେ ୩ୟ ସ୍ଥାନ ଦଖଲ କରିଛନ୍ତି।

ବିରାଟ କୋହଲି ୧୬୧ଟି ପାଳିରେ ୭୦୦୦ ରନ୍ ପୂରଣ କରିଥିବା ବେଳେ ସୌରଭ ଗାଙ୍ଗୁଲି ୧୭୪ଟି ପାଳିରେ ଏହି ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଥିଲେ।

ଭାରତ ପକ୍ଷରୁ ୪୬୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ସଚିନ୍ ତେନ୍ଦୁଲକର ସର୍ବାଧିକ ୧୮,୪୨୬ ରନ୍ କରିଥିବା ବେଳେ ଗାଙ୍ଗୁଲି ୧୧,୩୬୩, ରାହୁଲ ଦ୍ରାବିଡ୍ ୧୦,୮୮୯, ମହେନ୍ଦ୍ର ସିଂହ ଧୋନି ୧୦,୦୭୯, ବିରାଟ କୋହଲି ୯୭୭୯, ମହମ୍ମଦ ଆଝାରୁଦ୍ଦିନ ୯୩୭୮, ଯୁବରାଜ ସିଂହ ୮୭୦୧ ଓ ବୀରେନ୍ଦ୍ର ସେହୱାଗ ୮୨୭୩ ରନ୍ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୭ ରନ୍ କରିଥିବା ବେଳେ ଭାରତ ମାତ୍ର ଗୋଟିଏ ୱିକେଟ୍ ହରାଇ ୩୯.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story