ଆଇପିଏଲ୍ ୨୦୨୦: ନୂଆ ଅବତାରରେ ଆରସିବି

ବେଙ୍ଗାଲୁରୁ: ଦୁଇଦିନ ପର୍ଯ୍ୟନ୍ତ ସୋଶାଲ୍ ମିଡିଆ ଆକାଉଣ୍ଟସରୁ ତା’ର ଫଟୋ ହଟାଇଥିବା ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ନୂଆ ଅବତାରରେ ଦେଖା ଦେଇଛି। ଶୁକ୍ରବାର ଭାଲେଣ୍ଟାଇନ୍ ଡେ’ ଅବସରରେ ଆରସିବି ତା’ର ନୂଆ ଲୋଗୋ ଉନ୍ମୋଚନ କରିଛି। ଆରସିବି ନୂଆ ଦଶନ୍ଧିର ଶୁଭାରମ୍ଭ ନୂଆ ଲୋଗୋର ଥିମ ସହ କରିବାକୁ ଚାହୁଁଛି। ଏଥିପାଇଁ ଚଳିତ ଆଇପିଏଲ୍ ପାଇଁ ଆରସିବି ତା’ର ଲୋଗୋରେ ପରିବର୍ତ୍ତନ ଆଣିଛି। THIS IS IT. The moment you’ve been […]

rcb

rcb

Ranjit Kumar Jena
  • Published: Friday, 14 February 2020
  • Updated: 14 February 2020, 06:59 PM IST

Sports

Latest News

ବେଙ୍ଗାଲୁରୁ: ଦୁଇଦିନ ପର୍ଯ୍ୟନ୍ତ ସୋଶାଲ୍ ମିଡିଆ ଆକାଉଣ୍ଟସରୁ ତା'ର ଫଟୋ ହଟାଇଥିବା ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ନୂଆ ଅବତାରରେ ଦେଖା ଦେଇଛି। ଶୁକ୍ରବାର ଭାଲେଣ୍ଟାଇନ୍ ଡେ' ଅବସରରେ ଆରସିବି ତା'ର ନୂଆ ଲୋଗୋ ଉନ୍ମୋଚନ କରିଛି। ଆରସିବି ନୂଆ ଦଶନ୍ଧିର ଶୁଭାରମ୍ଭ ନୂଆ ଲୋଗୋର ଥିମ ସହ କରିବାକୁ ଚାହୁଁଛି। ଏଥିପାଇଁ ଚଳିତ ଆଇପିଏଲ୍ ପାଇଁ ଆରସିବି ତା'ର ଲୋଗୋରେ ପରିବର୍ତ୍ତନ ଆଣିଛି।

ଏହା ପୂର୍ବରୁ ବୁଧବାର ଆରସିବି ତା'ର ସୋଶାଲ୍ ମିଡିଆ ଆକାଉଣ୍ଟସରୁ ଅଚାନକ ତା'ର ଫଟୋ ହଟାଇ ଦେଇଥିଲା, ଯାହାର ସୂଚନା ଟିମର କ୍ୟାପଟେନ୍ ବିରାଟ୍ କୋହଲି କିମ୍ବା ଖେଳାଳିମାନଙ୍କୁ ନଥିଲା। ଯେତେବେଳେ କ୍ୟାପଟେନ୍ କୋହଲି, ୟୁଜବେନ୍ଦ୍ର ଚହଲ୍ ଏବଂ ଏବି ଡି'ଭିଲିୟର୍ସ ନିଜ ଫ୍ରାଞ୍ଚାଇଜିର ବିନା ଫଟୋ ଥିବା ଆକାଉଣ୍ଟ ଦେଖିଲା, ସମସ୍ତେ ଚକିତ ହୋଇପଡ଼ିଥିଲେ।

ଆରସିବି ତା'ର ନୂଆ ଲୋଗୋରେ ବ୍ୟାକଗ୍ରାଉଣ୍ଡରେ ଗାଢ଼ା ନାଲି ରଙ୍ଗକୁ ପ୍ରାଥମିକତା ଦେଇଛି। ଏହାବ୍ୟତୀତ ଆରସିବି ତା'ର ପରିଚୟ ପଛ ଗୋଡ଼ରେ ଛିଡ଼ା ହୋଇଥିବା ଗୋଲ୍ଡେନ ସିଂହକୁ ନୂଆ ଢଙ୍ଗରେ ଉପସ୍ଥାପନା କରିଛି। ଆରସିବି ସର୍ବପ୍ରଥମେ ଏକ ୧୫ ସେକେଣ୍ଡ ବିଶିଷ୍ଟ ଭିଡିଓ ସହ ଏହି ଲୋଗୋକୁ ଉନ୍ମୋଚନ କରିଥିଲା। ଏହାର କିଛି ସମୟ ପରେ ଟ୍ୱିଟରରେ ନୂଆ ଲୋଗୋର ଫଟୋ ଶେଆର୍ କରିଥିଲା ଏବଂ ଏଥିରେ ହୋଇଥିବା ପରିବର୍ତ୍ତନର ସୂଚନା ମଧ୍ୟ ଦେଇଛି।

ସୂଚନାଯୋଗ୍ୟ, ୧୨ ବର୍ଷର ଆଇପିଏଲ୍ ଇତିହାସରେ ଆରସିବି ଏପର୍ଯ୍ୟନ୍ତ ଚାରିଥର ତା'ର ଲୋଗୋରେ ପରିବର୍ତ୍ତନ କରିସାରିଛି। ଆରସିବି ତିନୋଟି (୨୦୦୯, ୨୦୧୧ ଓ ୨୦୧୬) ସଂସ୍କରଣରେ ଅଳ୍ପକେ ଟାଇଟଲରୁ ବଞ୍ଚିତ ହୋଇଥିଲା। ତେବେ ଏଥର ନୂଆ ଲୋଗୋ ଦଳ ପାଇଁ କେତେ ଫଳପ୍ରଦ ହେଉଛି, ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story