ଏହି ଟି-୨୦ ମ୍ୟାଚରେ ଛକା ବର୍ଷା, ୮ଥର ହଜିଲା ବଲ୍

ଚେନ୍ନାଇ: ଗୁରୁବାର ତାମିଲନାଡୁ ପ୍ରିମିୟର୍ ଲିଗର ଜୋନ୍ସ ଟୁଟି ପାଟ୍ରିଅଟ୍ସ ଓ ଲାଇକା କୋଭାଇ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଛକାର ବର୍ଷା ହୋଇଛି। ବର୍ଷା ଯୋଗୁ ମ୍ୟାଚଟି ୧୩ ଓଭର୍ ବିଶିଷ୍ଟ ହୋଇଥିଲେ। ଏହି ମୁକାବିଲାରେ ମୋଟ ୩୦ଟି ଛକା ମରାଯାଇଛି, ଯାହାକି ଏକ ରେକର୍ଡ। ଡିଣ୍ଡିଗୁଲ୍ ଏମପିଆର୍ କଲେଜ ଗ୍ରାଉଣ୍ଡର ଛୋଟ ବାଉଣ୍ଡ୍ରୀରେ ଖେଳାଯାଇଥିବା ଏହି ମୁକାବିଲାରେ ଉଭୟ ଜୋନ୍ସ ଟୁଟି ପାଟ୍ରିଅଟ୍ସ ଓ ଲାଇକା କୋଭାଇ କିଙ୍ଗସ୍ ଟିମ୍ ୧୫ଟି ଲେଖାଏ ଛକା […]

tnpl

tnpl

Ranjit Kumar Jena
  • Published: Friday, 26 July 2019
  • Updated: 26 July 2019, 10:26 PM IST

Sports

Latest News

ଚେନ୍ନାଇ: ଗୁରୁବାର ତାମିଲନାଡୁ ପ୍ରିମିୟର୍ ଲିଗର ଜୋନ୍ସ ଟୁଟି ପାଟ୍ରିଅଟ୍ସ ଓ ଲାଇକା କୋଭାଇ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଛକାର ବର୍ଷା ହୋଇଛି। ବର୍ଷା ଯୋଗୁ ମ୍ୟାଚଟି ୧୩ ଓଭର୍ ବିଶିଷ୍ଟ ହୋଇଥିଲେ। ଏହି ମୁକାବିଲାରେ ମୋଟ ୩୦ଟି ଛକା ମରାଯାଇଛି, ଯାହାକି ଏକ ରେକର୍ଡ। ଡିଣ୍ଡିଗୁଲ୍ ଏମପିଆର୍ କଲେଜ ଗ୍ରାଉଣ୍ଡର ଛୋଟ ବାଉଣ୍ଡ୍ରୀରେ ଖେଳାଯାଇଥିବା ଏହି ମୁକାବିଲାରେ ଉଭୟ ଜୋନ୍ସ ଟୁଟି ପାଟ୍ରିଅଟ୍ସ ଓ ଲାଇକା କୋଭାଇ କିଙ୍ଗସ୍ ଟିମ୍ ୧୫ଟି ଲେଖାଏ ଛକା ମାରିଥିଲେ। ତେବେ ଏହା ମଧ୍ୟରେ ୮ଥର ବଲ୍ ହଜିଥିବାର ଖବର ମିଳିଛି। ବଲ ବାରମ୍ବାର ହଜିବାରୁ ଅମ୍ପାୟାରଙ୍କୁ ନୟାନ୍ତ ହେବାକୁ ପଡ଼ିଥିଲା।

ଛୋଟ ବାଉଣ୍ଡ୍ରୀ ହେବା ଦ୍ୱାରା ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଛକା ମାରିବା ସହଜ ହୋଇପଡ଼ିଥିଲା। ମ୍ୟାଚରେ ଜୋନ୍ସ ଟୁଟି ପାଟ୍ରିଅଟ୍ସ ପ୍ରଥମେ ବ୍ୟାଟିଂ କରି ୧୩ ଓଭରରେ ୫ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା। ଜବାବରେ ଲାଇକା କୋଭାଇ କିଙ୍ଗସ୍ ୭ ୱିକେଟ୍ ହରାଇ ୧୪୯ ରନ୍ କରି ପରାସ୍ତ ହୋଇଥିଲା। ଫଳରେ ମ୍ୟାଚରେ ମୋଟ ୩୦୪ ରନ୍ ହୋଇଥିଲା, ଯେଉଁଥିରୁ ୧୮୦ ରନ୍ କେବଳ ଛକାରୁ ହୋଇଛି। ମ୍ୟାଚରେ ମାତ୍ର ୧୦ଟି ଛକା ମରାଯାଇଥିଲା।

ମ୍ୟାଚ୍ ପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟ୍ୱିଟ୍ କରି କହିଛନ୍ତି, କି ଅଦ୍ଭୁତ ମ୍ୟାଚ୍, "୧୩ ଓଭର୍ ମ୍ୟାଚରେ ୮ଟି ବଲ୍ ଛକାରେ ହଜିଗଲା। ଉଭୟ ଦଳ ପକ୍ଷରୁ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ ଦେଖି ବହୁତ ଖୁସି ଲାଗିଲା।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story