ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା: ଆହତ କାରଣରୁ ନିଜ ଦେଶକୁ ଫେରିଗଲେ ଅଧିନାୟକ ସ୍ମିଥ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆ ସିରିଜକୁ ହାତଛଡ଼ା କରିବା ପରେ ଟି-୨୦ ସିରିଜ ଆରମ୍ଭରୁ ଅଷ୍ଟ୍ରେଲିଆକୁ ଲାଗିଛି ଶକ୍ତ ଧକ୍କା। କ୍ୟାପ୍ଟେନ ଷ୍ଟିଭ୍ ସ୍ମିଥ୍ ଆହତ ଯୋଗୁଁ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ତାଙ୍କ ସ୍ଥାନରେ ଡେଭିଡ୍ ୱାର୍ଣ୍ଣରଙ୍କୁ ଦିଆଯାଇଛି ଅଧିନାୟକ ଦାୟିତ୍ୱ। ସ୍ମିଥଙ୍କ ଡାହାଣ କାନ୍ଧରେ ଗୁରୁତର ଆଘାତ ଲାଗିଛି। ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ଆସେସ୍ ସିରିଜ ଆରମ୍ଭ ହେଉଥିବାରୁ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ କୌଣସି ରିସ୍କ ନନେଇ ସ୍ମିଥଙ୍କୁ ବିଶ୍ରାମ ପାଇଁ ଅଷ୍ଟ୍ରେଲିଆ ପଠାଇ ଦେଇଛି। […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 09:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆ ସିରିଜକୁ ହାତଛଡ଼ା କରିବା ପରେ ଟି-୨୦ ସିରିଜ ଆରମ୍ଭରୁ ଅଷ୍ଟ୍ରେଲିଆକୁ ଲାଗିଛି ଶକ୍ତ ଧକ୍କା। କ୍ୟାପ୍ଟେନ ଷ୍ଟିଭ୍ ସ୍ମିଥ୍ ଆହତ ଯୋଗୁଁ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ତାଙ୍କ ସ୍ଥାନରେ ଡେଭିଡ୍ ୱାର୍ଣ୍ଣରଙ୍କୁ ଦିଆଯାଇଛି ଅଧିନାୟକ ଦାୟିତ୍ୱ। ସ୍ମିଥଙ୍କ ଡାହାଣ କାନ୍ଧରେ ଗୁରୁତର ଆଘାତ ଲାଗିଛି। ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ଆସେସ୍ ସିରିଜ ଆରମ୍ଭ ହେଉଥିବାରୁ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ କୌଣସି ରିସ୍କ ନନେଇ ସ୍ମିଥଙ୍କୁ ବିଶ୍ରାମ ପାଇଁ ଅଷ୍ଟ୍ରେଲିଆ ପଠାଇ ଦେଇଛି। ସ୍ମିଥଙ୍କ ସ୍ଥାନରେ ମାର୍କସ ଷ୍ଟୋଇନିସ୍ ଦଳରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos