ସଚିନ-ଗାଙ୍ଗୁଲିଙ୍କ ଭଳି ରୋହିତ ଓ ମୁଁ ଖେଳିପାରିବୁ: ଧାୱନ୍

କୋଲକତା: ‘ଭଲ ବୁଝାବଣା ଯୋଗୁଁ ରୋହିତ ଓ ମୁଁ ପ୍ରତି ମ୍ୟାଚ୍‌ରେ ଉନ୍ନତ ଖେଳ ପ୍ରଦର୍ଶନ କରୁଛୁ।’ ଶନିବାର ଏହା କହିଛନ୍ତି ଭରତର ଓପନର ଶିଖର ଧାୱନ। ଆଜି ଏସିଆ କପ୍‌ ପାଇଁ ଟିମ୍ ଦେଶ ଛାଡିବା ଅବସରରେ ସେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି,‘ମୁଁ ଆଉ ରୋହିତ ଦିନେ ଭାରତର ସବୁଠାରୁ ସଫଳ ଯୋଡ଼ି ସଚିନ ଓ ଗାଙ୍ଗୁଲିଙ୍କ ଭଳି ଖେଳି ପାରିବୁ। ଏହି ମହାନ ଖେଳାଳିଙ୍କ ପଦାଙ୍କଙ୍କୁ ଅନୁସରଣ କରି ଏହା କରିପାରିବୁ।’ […]

rohit and sikhar

rohit and sikhar

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 05:09 AM IST

Sports

Latest News

କୋଲକତା: ‘ଭଲ ବୁଝାବଣା ଯୋଗୁଁ ରୋହିତ ଓ ମୁଁ ପ୍ରତି ମ୍ୟାଚ୍‌ରେ ଉନ୍ନତ ଖେଳ ପ୍ରଦର୍ଶନ କରୁଛୁ।’ ଶନିବାର ଏହା କହିଛନ୍ତି ଭରତର ଓପନର ଶିଖର ଧାୱନ। ଆଜି ଏସିଆ କପ୍‌ ପାଇଁ ଟିମ୍ ଦେଶ ଛାଡିବା ଅବସରରେ ସେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସେ କହିଛନ୍ତି,‘ମୁଁ ଆଉ ରୋହିତ ଦିନେ ଭାରତର ସବୁଠାରୁ ସଫଳ ଯୋଡ଼ି ସଚିନ ଓ ଗାଙ୍ଗୁଲିଙ୍କ ଭଳି ଖେଳି ପାରିବୁ। ଏହି ମହାନ ଖେଳାଳିଙ୍କ ପଦାଙ୍କଙ୍କୁ ଅନୁସରଣ କରି ଏହା କରିପାରିବୁ।’

ଧାୱନ କହିଛନ୍ତି, ‘ଆମେ ଦୁହେଁ (ରୋହିତ ଓ ଧାୱନ) ଦୀର୍ଘ ଦିନ ହେବ ଓପନିଂ କରୁଛୁ। ଆମେ ଦୁହେଁ ଦୁହିଁଙ୍କୁ ଭଲ ଭାବେ ବୁଝି ପାରିଛୁ। ମୁଁ ଜାଣିଛି ରୋହିତ ଓପନିଂରେ ଖେଳିବାକୁ ଆସିଲେ କ’ଣ କରିବାକୁ ପସନ୍ଦ କରନ୍ତି। ଆମେ ଦୁହେଁ ଏହି ସ୍ଥାନରେ ଖେଳି ଭଲ ବ୍ୟାଟିଂ ପ୍ରଦର୍ଶନ କରିଛୁ। ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌କୁ ଦେଖିଲେ ଜାଣି ହେବ।’

ସଚିନ ଓ ସୌରଭଙ୍କ ପଦାଙ୍କ ଅନୁସରଣ କରି ରୋହିତ ଓ ସେ  ଦେଶ ପାଇଁ ଅଧିକରୁ ଅଧିକ ଖେଳିବାକୁ ଆଗ୍ରହୀ ବୋଲି କହିଛନ୍ତି ଧାୱନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story