ଆଇସିସି ପକ୍ଷରୁ ଏହି ବଡ଼ ସମ୍ମାନ ପାଇଲେ କ୍ରିକେଟ୍‌ ଭଗବାନ୍

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର୍ ତଥା କ୍ରିକେଟ୍ ଭଗବାନ୍ ସଚିନ ତେନ୍ଦୁଲକର ଆଇସିସି ପକ୍ଷରୁ ଏକ ବଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ର ସର୍ବାଧିକ ସ୍କୋରର ସଚିନ ଚଳିତ ବର୍ଷ ଆଇସିସି  ‘ହଲ୍ ଅଫ୍ ଫେମ୍‌’ରେ ସ୍ଥାନ ପାଇଛନ୍ତି। ସଚିନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର ଆଲାନ୍ ଡୋନାଲ୍ଡ ଏବଂ ଦୁଇଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲୀୟ ମହିଳା ଟିମ୍ କ୍ରିକେଟର୍ କ୍ୟାଥରିନ୍ ଫିଜପ୍ୟାଟ୍ରିକ୍ ମଧ୍ୟ ଆଇସିସି ‘ହଲ୍‌ ଅଫ୍ ଫେମ୍‌’ରେ ସମ୍ମାନିତ ହୋଇଛନ୍ତି। ଗୁରୁବାର […]

sachin

sachin

Subhransu Sekhar
  • Published: Friday, 19 July 2019
  • Updated: 19 July 2019, 04:55 PM IST
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର୍ ତଥା କ୍ରିକେଟ୍ ଭଗବାନ୍ ସଚିନ ତେନ୍ଦୁଲକର ଆଇସିସି ପକ୍ଷରୁ ଏକ ବଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ର ସର୍ବାଧିକ ସ୍କୋରର ସଚିନ ଚଳିତ ବର୍ଷ ଆଇସିସି  'ହଲ୍ ଅଫ୍ ଫେମ୍‌'ରେ ସ୍ଥାନ ପାଇଛନ୍ତି।
ସଚିନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର ଆଲାନ୍ ଡୋନାଲ୍ଡ ଏବଂ ଦୁଇଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲୀୟ ମହିଳା ଟିମ୍ କ୍ରିକେଟର୍ କ୍ୟାଥରିନ୍ ଫିଜପ୍ୟାଟ୍ରିକ୍ ମଧ୍ୟ ଆଇସିସି ‘ହଲ୍‌ ଅଫ୍ ଫେମ୍‌’ରେ ସମ୍ମାନିତ ହୋଇଛନ୍ତି।
ଗୁରୁବାର ଲଣ୍ଡନରେ ଆୟୋଜିତ ଆଇସିସିର ବାର୍ଷିକ ସମାରୋହରେ ଯୋଗଦେବା ଅବସରରେ ସଚିନ କହିଥିଲେ, ଏହା ମୋ ପାଇଁ ବହୁତ ବଡ଼ ସମ୍ମାନ। ସଚିନ ଷଷ୍ଠ ଭାରତୀୟ ଭାବେ ଆଇସିସିର ଏହି ସମ୍ମାନ ଲାଭ କରିଛନ୍ତି। ଏହା ପୂର୍ବରୁ ବିଶନ୍ ସିଂହ ବେଦୀ (୨୦୦୯), ସୁନୀଲ ଗାଭାସ୍କର (୨୦୦୯), କପିଲ୍ ଦେବ (୨୦୦୯), ଅନୀଲ କୁମ୍ବଲେ (୨୦୧୫), ରାହୁଲ୍ ଡ୍ରାଭିଡ୍ (୨୦୧୮) ଆଇସିସି ହଲ୍ ଅଫ୍ ଫେମରେ ସ୍ଥାନ ପାଇଥିଲେ।

ସୂଚନାଯୋଗ୍ୟ, ସଚିନ ଅନ୍ତର୍ଜାତୀୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଏକାଧିକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୩୪,୩୫୭ ରନ୍ ଏବଂ ୧୦୦ ଶତକ ମାରିବାର ବିଶ୍ୱ ରେକର୍ଡ କରିଛନ୍ତି। ସଚିନ ୨୦୦ଟି ଟେଷ୍ଟରେ ୫୩.୭୮ ହାରରେ ୧୫,୯୨୧ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୫୧ଟି ଶତକ ସାମିଲ୍ ଅଛି। ସେହିପରି ସେ ୪୬୩ ଦିନିକିଆ ମ୍ୟାଚରେ ୪୪.୮୩ ହାରରେ ସେ ୧୮,୪୨୬ ରନ କରିଛନ୍ତି, ଯେଉଁଥିରେ ୪୯ଟି ଶତକ ସାମିଲ ରହିଛି।
ହଲ୍ ଅଫ୍ ଫେମରେ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକାର ୫୨ ବର୍ଷୀୟ ଡୋନାଲ୍ଡ ୩୩୦ ଟେଷ୍ଟ ଓ ୨୭୨ ଦିନିକିଆ ଓ୍ବିକେଟ୍‌ ନେଇଛନ୍ତି। ସେ ୨୦୦୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ।
ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ କ୍ୟାଥରିନ୍ ମହିଳା କ୍ରିକେଟରେ ୨ୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର, ଯିଏ ଦିନିକିଆରେ ୧୮୦ ଏବଂ ଟେଷ୍ଟରେ ୬୦ ୱିକେଟ୍ ନେଇଛନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆକୁ ଦୁଇଥର ବିଶ୍ୱ ବିଜେତା କରାଇବାରେ ପ୍ରମୁଖ ଭୂମିକା ବହନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story