ସଚିନ୍ ପୋଷ୍ଟ କଲେ ଭିଡିଓ, ପ୍ରଶଂସକଙ୍କ ଉପରେ ଛାଡ଼ିଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ଦଶନ୍ଧି ଧରି କ୍ରିକେଟ୍ ଖେଳାଯାଇ ଆସୁଛି ଏବଂ ଏହି ଖେଳ ଅନିର୍ଦ୍ଦିଷ୍ଟ ବୋଲି ସମସ୍ତେ ଜାଣନ୍ତି। ବେଳେବେଳେ କ୍ରିକେଟ୍ ମ୍ୟାଚରେ ଏଭଳି କିଛି ଘଟିଯାଏ, ଯାହା ଅମ୍ପାୟାରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥାଏ। ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଏକର ନିଜ ଟ୍ୱିଟର୍ ଆକାଉଣ୍ଟରେ ଠିକ୍ ସେହିଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି। ସଚିନ ଏହି ଭିଡିଓ ପ୍ରସଙ୍ଗରେ ନିଜ ପ୍ରଶଂସକଙ୍କ ଠାରୁ ମତାମତ ମାଗିଛନ୍ତି ଯେ ଯଦି ସେମାନେ ଅମ୍ପାୟାର ହୁଅନ୍ତି, ତାହେଲେ ଏହାକୁ […]

sachin

sachin

Ranjit Kumar Jena
  • Published: Wednesday, 24 July 2019
  • Updated: 24 July 2019, 05:40 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ଦଶନ୍ଧି ଧରି କ୍ରିକେଟ୍ ଖେଳାଯାଇ ଆସୁଛି ଏବଂ ଏହି ଖେଳ ଅନିର୍ଦ୍ଦିଷ୍ଟ ବୋଲି ସମସ୍ତେ ଜାଣନ୍ତି। ବେଳେବେଳେ କ୍ରିକେଟ୍ ମ୍ୟାଚରେ ଏଭଳି କିଛି ଘଟିଯାଏ, ଯାହା ଅମ୍ପାୟାରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥାଏ। ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଏକର ନିଜ ଟ୍ୱିଟର୍ ଆକାଉଣ୍ଟରେ ଠିକ୍ ସେହିଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି। ସଚିନ ଏହି ଭିଡିଓ ପ୍ରସଙ୍ଗରେ ନିଜ ପ୍ରଶଂସକଙ୍କ ଠାରୁ ମତାମତ ମାଗିଛନ୍ତି ଯେ ଯଦି ସେମାନେ ଅମ୍ପାୟାର ହୁଅନ୍ତି, ତାହେଲେ ଏହାକୁ ଆଉଟ୍ ଦେବେ ନା ନଟଆଉଟ୍।

ସଚିନ ୩୧ ସେକେଣ୍ଡର ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ଜଣେ ବାମହାବୀ ବ୍ୟାଟ୍ସମ୍ୟାନ୍ ବୋଲ୍ଡ ହୋଇଛନ୍ତି, କିନ୍ତୁ ଦୁଇ ଷ୍ଟମ୍ପ ମଝିରେ ଥିବା ଏକ ବେଲ୍ ତଳେ ପଡ଼ୁନାହିଁ। ଏହି ବଲଟି ବେଲକୁ ହାଲକା ଭାବେ ସ୍ପର୍ଶ କରି ଚାଲିଯାଇଥିଲା, ଯେଉଁଥିରେ ବେଲ୍ ହଲିଲା ଏବଂ ନିଜ ସ୍ଥାନ ଛାଡ଼ି ଦେଇଥିଲା। କିନ୍ତୁ ବେଲଟି ମିଡିଲ୍ ଷ୍ଟମ୍ପରୁ ଅଲଗା ହେବା ବଦଳରେ ବ୍ୟାଟ୍ସମ୍ୟାନଙ୍କ ଅଫ୍ ଷ୍ଟମ୍ପରେ ହିଁ ଅଟକି ଯାଇଥିଲା। ଏହି ବେଲ୍ ଗୋଟିଏ ଷ୍ଟମ୍ପରେ ହିଁ ତିଷ୍ଠି ଯାଇଥିଲା ଏବଂ ଆଦୌ ତଳେ ପଡ଼ିଲା ନାହିଁ।

ଫିଲ୍ଡିଂ ଟିମ୍ ଅମ୍ପାୟାରଙ୍କୁ ଆଉଟ୍ ଦେବା ପାଇଁ ଅପିଲ୍ କରିଥିଲା। ଏହା ମଧ୍ୟରେ ଲେଗ୍ ଅମ୍ପାୟାର ବେଲକୁ ପୁଣିଥରେ ଠିକ୍ କରିଥିଲେ ଏବଂ ମୁଖ୍ୟ ଅମ୍ପାୟାରଙ୍କ ସହ ବିଚାରବିମର୍ଶ କରିବା ପରେ ବ୍ୟାଟ୍ସମ୍ୟାନଙ୍କୁ ନଟଆଉଟ୍ ଘୋଷିତ କରିଥିଲେ। ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ଫିଲ୍ଡିଂ ଟିମ୍ ନିରାଶ ହୋଇଥିଲା।

ଏହି ଭିଡିଓକୁ ଶେୟାର କରି ମାଷ୍ଟର୍ ବ୍ଲାଷ୍ଟର୍ ଲେଖିଛନ୍ତି, ଜଣେ ବନ୍ଧୁ ମୋ ସହ ଏହି ଭିଡିଓ ଶେୟାର କରିଛନ୍ତି। ଏହା ବହୁତ ଅସାଧାରଣ। ସଚିନ ନିଜ ପ୍ରଶଂସକଙ୍କଠାରୁ ଏହି ଭିଡିଓ ପାଇଁ ମତାମତ ମାଗିଛନ୍ତି। ସଚିନ କହିଛନ୍ତି, ଯଦି ଆପଣମାନେ ଏହି ମ୍ୟାଚରେ ଅମ୍ପାୟାର ହୋଇଥିବେ, ତାହେଲେ କ'ଣ ନିଷ୍ପତ୍ତି ଦେଇଥାନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story