ଶୋକାକୁଳ କ୍ରୀଡ଼ା ଜଗତ: ବିରାଟଙ୍କ ସମେତ ସଚିନ, ରୋହିତ୍ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ବାସ୍କେଟବଲର ଅନ୍ୟତମ ମହାନ୍ ଖେଳାଳି କୋବ୍ ବ୍ରାୟଣ୍ଟଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କଠାରୁ ଆରମ୍ଭ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ରୋହିତ୍ ଶର୍ମା ବ୍ରାୟଣ୍ଟଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।   View this post on Instagram   Absolutely devastated to hear this news today. So many childhood memories of waking up early and watching […]

cricketer

cricketer

Ranjit Kumar Jena
  • Published: Monday, 27 January 2020
  • Updated: 27 January 2020, 06:14 PM IST

Sports

Latest News

ନୂଆଦିଲ୍ଲୀ: ବାସ୍କେଟବଲର ଅନ୍ୟତମ ମହାନ୍ ଖେଳାଳି କୋବ୍ ବ୍ରାୟଣ୍ଟଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କଠାରୁ ଆରମ୍ଭ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ରୋହିତ୍ ଶର୍ମା ବ୍ରାୟଣ୍ଟଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

କୋହଲି ନିଜ ଇନଷ୍ଟାଗ୍ରାମ ପେଜରେ ଲେଖିଛନ୍ତି, "ଆଜି ଏହି ଖବର ଶୁଣି ବହୁତ ଦୁଃଖ ଲାଗିଲା। ପିଲାଦିନର ଅନେକ ସ୍ମୃତି ଏବେ ତାଜା ହୋଇଯାଇଛି। ସକାଳୁ ଶୀଘ୍ର ଉଠି ତାଙ୍କ (କୋବ)ର ଯାଦୁକରୀ ଦେଖିବା, ଯଦ୍ଦ୍ୱାରା ମନ ମନ୍ତ୍ରମୁଗ୍ଧ ହୋଇଯାଉଥିଲା। ଜୀବନ କେବେ ଅପ୍ରତ୍ୟାଶିତ ଏବଂ ଅସ୍ଥିର, ତାହା ଜାଣିବାକୁ ପାଇଲି। ଦୁର୍ଘଟଣାରେ ତାଙ୍କ ଝିଅ ଗିଆନାଙ୍କର ମଧ୍ୟ ପରଲୋକ ହୋଇଛି। ମୁଁ ଏଥିରେ ବହୁତ ଆହତ ହୋଇଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛି।"

ସେହିପରି ସଚିନ ତେନ୍ଦୁଲକର ଲେଖିଛନ୍ତି, "କୋବ ବ୍ରାୟଣ୍ଟ ଏବଂ ତାଙ୍କ ଝିଅ ଗିଆନା ଏବଂ ହେଲିକପ୍ଟରରେ ଥିବା ଅନ୍ୟ ଲୋକଙ୍କର ଏଭଳି ଏକ ଆକସ୍ମିତ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କ ପରିବାର, ବନ୍ଧୁ ଏବଂ ସାରା ବିଶ୍ୱରେ ଥିବା ତାଙ୍କ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା।"

ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା କହିଛନ୍ତି, "କ୍ରୀଡ଼ା ଜଗତ ପାଇଁ ଆଜି ଏକ ଦୁଃଖର ଦିନ। କ୍ରୀଡ଼ା ଦୁନିଆର ମହାନତମ ଖେଳାଳି ଏତେ ଶୀଘ୍ର ଅଲବିଦା କହିଦେଲେ। କୋବ୍ ବ୍ରାୟଣ୍ଟ ଏବଂ ତାଙ୍କ ଝିଅ ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଲୋକଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି।"

ଅନ୍ୟମାନଙ୍କ ମଧ୍ୟରେ କିମ୍ବଦନ୍ତୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ, ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଡାର୍ଡ୍ସ, ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ୍ ମାହେଲା ଜୟବର୍ଦ୍ଧନେ, ବଲିଉଡ୍ ଷ୍ଟାର୍ ରଣବୀର ସିଂହ, ଅଭିଷେକ ବଚ୍ଚନ, ଲାରା ଦତ୍ତ ଭୂପତି, ଅର୍ଜୁନ କପୁର ମଧ୍ୟ ସୋଶାଲ ମିଡିଆରେ ବ୍ରାୟଣ୍ଟ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story