ସଚିନଙ୍କୁ ଚିହ୍ନି ପାରିଲାନି ବ୍ରିଟିଶ୍ ଏୟାରୱେଜ୍

ନୂଆଦିଲ୍ଲୀ: କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କୁ କିଏ ବା ନ ଜାଣେ? ତେବେ ବ୍ରିଟିଶ୍ ଏୟାରୱେଜ୍ ସଚିନଙ୍କୁ ତାଙ୍କ ପୂରା ନାଁ ପଚାରିବା ଘଟଣା ନେଇ ଖୋଦ୍ ସଚିନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ଓ ନିରାଶ ହୋଇଥିବା ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ସେହିପରି ତାଙ୍କ ପରିବାର ସଦସ୍ୟଙ୍କୁ ସିଟ୍ ନ ମିଳିବା ଓ ସେମାନଙ୍କ ଜିନିଷପତ୍ର ଭୁଲ୍ ଜାଗାରେ ରଖାଯିବାକୁ ନେଇ ମଧ୍ୟ ସଚିନ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି ସଚିନଙ୍କ ବହୁ […]

sachin

sachin

Rakesh Mallick
  • Published: Friday, 13 November 2015
  • Updated: 13 November 2015, 03:18 PM IST

ନୂଆଦିଲ୍ଲୀ: କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କୁ କିଏ ବା ନ ଜାଣେ? ତେବେ ବ୍ରିଟିଶ୍ ଏୟାରୱେଜ୍ ସଚିନଙ୍କୁ ତାଙ୍କ ପୂରା ନାଁ ପଚାରିବା ଘଟଣା ନେଇ ଖୋଦ୍ ସଚିନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ଓ ନିରାଶ ହୋଇଥିବା ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ସେହିପରି ତାଙ୍କ ପରିବାର ସଦସ୍ୟଙ୍କୁ ସିଟ୍ ନ ମିଳିବା ଓ ସେମାନଙ୍କ ଜିନିଷପତ୍ର ଭୁଲ୍ ଜାଗାରେ ରଖାଯିବାକୁ ନେଇ ମଧ୍ୟ ସଚିନ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି ସଚିନଙ୍କ ବହୁ ସଂଖ୍ୟକ ଫ୍ୟାନ୍ ବି ଟ୍ୱିଟରରେ ଏନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos