ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଶୀର୍ଷରେ ପହଞ୍ଚିଲା ପୁନେ ୟୁନିଭର୍ସିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ସୁଇମର୍ ସାଧ୍ୱୀ ଧୂରୀ ଡବଲ୍ ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ପଦକ ତାଲିକାର ଶୀର୍ଷରେ ପହଞ୍ଚାଇଛନ୍ତି। ପୁନେ ୟୁନିଭର୍ସିଟି ୭ ସ୍ୱର୍ଣ୍ଣ, ୨ ରୌପ୍ୟ, ୫ ବ୍ରୋଞ୍ଜ ସହ ମୋଟ ୧୮ ପଦକ ଜିତି ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି ଚଣ୍ଡୀଗଡ଼ର ପଞ୍ଜାବ ୟୁନିଭର୍ସିଟି ସିଦ୍ଧାନ୍ତ ସେଜୱାଲଙ୍କ ଦମରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏଥିସହିତ […]

khelo

khelo

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 09:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ସୁଇମର୍ ସାଧ୍ୱୀ ଧୂରୀ ଡବଲ୍ ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ପଦକ ତାଲିକାର ଶୀର୍ଷରେ ପହଞ୍ଚାଇଛନ୍ତି। ପୁନେ ୟୁନିଭର୍ସିଟି ୭ ସ୍ୱର୍ଣ୍ଣ, ୨ ରୌପ୍ୟ, ୫ ବ୍ରୋଞ୍ଜ ସହ ମୋଟ ୧୮ ପଦକ ଜିତି ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି ଚଣ୍ଡୀଗଡ଼ର ପଞ୍ଜାବ ୟୁନିଭର୍ସିଟି ସିଦ୍ଧାନ୍ତ ସେଜୱାଲଙ୍କ ଦମରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏଥିସହିତ ପଞ୍ଜାବ ୟୁନିଭର୍ସିଟି ୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୧୮ଟି ପଦକ ଜିତି ତାଲିକାର ୨ୟ ସ୍ଥାନରେ ରହିଛି।

ବେଙ୍ଗାଲୁରୁର ଜୈନ ୟୁନିଭର୍ସିଟି ଓ ଅମୃତସରର ଗୁରୁ ନାନକ ଦେବ୍ ୟୁନିଭର୍ସିଟି ୬ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଓ ସ୍ୱଳ୍ପସଂଖ୍ୟକ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ତାଲିକାରେ ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି। ପଟିଆଲାର ପଞ୍ଜାବୀ ୟୁନିଭର୍ସିଟି ଏହାର ତୀରନ୍ଦାଜଙ୍କ ବଳରେ ୩ଟି ସ୍ୱର୍ଣ୍ଣ ପଦକ ଜିତି ତାଲିକାର ୫ମ ସ୍ଥାନରେ ରହିଛି। ମଙ୍ଗଳବାର ବର୍ଷା ପ୍ରଭାବିତ ଦିନରେ କିସର ସ୍ୱେଚ୍ଛାସେବନୀ ଓ ଅଧିକାରୀମାନଙ୍କ ପ୍ରୟାସ କାରଣରୁ ତୀରନ୍ଦାଜିର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିଥିଲା। ଏଥିରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନର ମୁକୁଲ ଶର୍ମା ବୟେଜ୍ କମ୍ପାଉଣ୍ଡ ଫାଇନାଲରେ ପଞ୍ଜାବୀ ୟୁନିଭର୍ସିଟିର ଶୀର୍ଷ ରାଙ୍କିଙ୍କପ୍ରାପ୍ତ ସଙ୍ଗମପ୍ରୀତ ସିଂହ ବିସଲାଙ୍କୁ ପରାଜିତ କରିଥିଲେ।

ବିଜୟ ପରେ ମୁକୁଲ ଶର୍ମା କହିଥିଲେ, ଜଣେ ପ୍ରଖ୍ୟାତ ତୀରନ୍ଦାଜଙ୍କ ଉପସ୍ଥିତିରେ ନିଜକୁ ଦୁର୍ବଳ ନଭାବିବା ପାଇଁ ମୁଁ ମୋ ନିଜକୁ ପ୍ରୋତ୍ସାହିତ କରିଥିଲି। ପ୍ରଥମେ ମୁଁ ଖୁବ୍ ନର୍ଭସ୍ ଥିଲି କିନ୍ତୁ ପରେ ଶାନ୍ତ ଓ ସ୍ଥିର ମନରେ ଉନ୍ନତ ପ୍ରଦର୍ଶନ କରିପାରିଥିଲି। ସେହିପରି ୟୁନିଭର୍ସିଟି ଅଫ୍ ରାଜସ୍ଥାନର କୃତିକା ଶର୍ମା, ରାଣୀ ଦୂର୍ଗାବତୀ ବିଶ୍ୱବିଦ୍ୟାଳୟର ୱାର୍ଲ୍ଡ ୟୁଥ୍ ଚାମ୍ପିୟନଶିପ୍ ପଦକଧାରୀ ରାଗିଣୀ ମାର୍କୁଙ୍କୁ ମହିଳା ଫାଇନାଲରେ ପରାଜିତ କରିଥିଲେ।

୧୯ ବର୍ଷୀୟା ସାଧ୍ୱୀ ଧୁରି ମଙ୍ଗଳବାର ସନ୍ତରଣ ପ୍ରତିଯୋଗିତାରେ ୨:୧୪.୯୯ ସେକେଣ୍ଡ ସମୟରେ ୨୦୦ ମିଟର ଫ୍ରିଷ୍ଟାଇଲ ଜିତିବା ସହ ୧୦୦ ମିଟର ବଟରଫ୍ଲାଏ ମଧ୍ୟ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ଯାହାଫଳରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ତାଙ୍କର ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଅନ୍ୟପକ୍ଷରେ ପଞ୍ଜାବ ୟୁନିଭର୍ସିଟି ସିଦ୍ଧାନ୍ତ ସେଜୱାଲ ୨:୦୧.୨୮ ସେକେଣ୍ଡରେ ୨୦୦ମିଟର ଫ୍ରିଷ୍ଟାଇଲ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ ସେ ପୂର୍ବରୁ ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍ ଓ ୪ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ଜିତିଥିଲେ। ଆସନ୍ତାକାଲି ସିଦ୍ଧାନ୍ତ ୩ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story