ସାଗ୍-୨୦୧୬: ଜଉନା ଜିତିଲେ ଡବଲ୍ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ­­ଗୌହାଟିରେ ଚାଲିଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସ(ସାଗ୍-୨୦୧୬)ରେ ଓଡ଼ିଆ ଧାବିକା ଜଉନା ମୁର୍ମୁ ଜିତିଛନ୍ତି ଡବଲ୍ ସ୍ୱର୍ଣ୍ଣ। ମହିଳା ୪୦୦ ମିଟର ହର୍ଡଲସ୍ ଓ ୪ ଗୁଣା ୪୦୦ ମିଟର ରିଲେ ରେସ୍‌ରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ମହିଳା ୪୦୦ ମିଟର ହର୍ଡଲସ ଜଉନା ୫୭.୬୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ସ୍ୱର୍ଣ୍ଣ ପଦକ ଜିତିଥିବା ଜଉନା ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍ କରି ଜଉନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ଭାରୋତ୍ତୋଳନରେ […]

jouna murmu (2)

jouna murmu (2)

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 03:58 PM IST

ନୂଆଦିଲ୍ଲୀ: ­­ଗୌହାଟିରେ ଚାଲିଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସ(ସାଗ୍-୨୦୧୬)ରେ ଓଡ଼ିଆ ଧାବିକା ଜଉନା ମୁର୍ମୁ ଜିତିଛନ୍ତି ଡବଲ୍ ସ୍ୱର୍ଣ୍ଣ। ମହିଳା ୪୦୦ ମିଟର ହର୍ଡଲସ୍ ଓ ୪ ଗୁଣା ୪୦୦ ମିଟର ରିଲେ ରେସ୍‌ରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ।

ମହିଳା ୪୦୦ ମିଟର ହର୍ଡଲସ ଜଉନା ୫୭.୬୯ ସେକେଣ୍ଡରେ ଅତିକ୍ରମ କରିଥିଲେ।

ସ୍ୱର୍ଣ୍ଣ ପଦକ ଜିତିଥିବା ଜଉନା ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍ କରି ଜଉନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୂର୍ବରୁ ଭାରୋତ୍ତୋଳନରେ ସରସ୍ୱତୀ ରାଉତ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଭାରତୀୟ ମହିଳା ଖୋ-ଖୋ ଦଳରେ ସାମିଲ ମନ୍ଦାକିନୀ ମାଝି ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଆଜି ମହିଳା ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ନନ୍ଦ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story