ସାଗ୍‌-୨୦୧୬: ସ୍କ୍ୱାସ୍‌ରେ ଜ୍ୟୋତ୍ସ୍ନା ଚିନାପ୍ପା ସ୍ୱର୍ଣ୍ଣ

ଗୌହାଟି: ଶନିବାରଠାରୁ ଗୌହାଟିରେ ଆରମ୍ଭ ହୋଇଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଅକ୍ତିଆର ଅଭିଯାନ ଜାରି ରହିଛି। ଆଜି ଭାରତର ଷ୍ଟାର୍ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପା ମହିଳା ସ୍କ୍ୱାସ୍‌ର ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସେ ପାକିସ୍ତାନର ମାରିଆ ତୂରପାକି ୱାଜିରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚିନାପ୍ପା ୧୦-୧୨, ୧୧-୭, ୧୧-୯ ଓ ୧୧-୭ରେ ମାରିଆଙ୍କୁ ହରାଇ ଥିଲେ। ଏହା ସହିତ ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ସ୍କ୍ୱାସ୍‌ରେ […]

Joshna Chinappa

Joshna Chinappa

Rakesh Mallick
  • Published: Monday, 08 February 2016
  • Updated: 09 February 2016, 02:51 AM IST

Sports

Latest News

ଗୌହାଟି: ଶନିବାରଠାରୁ ଗୌହାଟିରେ ଆରମ୍ଭ ହୋଇଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଅକ୍ତିଆର ଅଭିଯାନ ଜାରି ରହିଛି। ଆଜି ଭାରତର ଷ୍ଟାର୍ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପା ମହିଳା ସ୍କ୍ୱାସ୍‌ର ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସେ ପାକିସ୍ତାନର ମାରିଆ ତୂରପାକି ୱାଜିରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚିନାପ୍ପା ୧୦-୧୨, ୧୧-୭, ୧୧-୯ ଓ ୧୧-୭ରେ ମାରିଆଙ୍କୁ ହରାଇ ଥିଲେ।

ଏହା ସହିତ ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ସ୍କ୍ୱାସ୍‌ରେ ଭାରତ ଏଯାବତ ୩ଟି ମେଡାଲ୍ ଜିତି ସାରିଲାଣି। ଗତକାଲି ସୌରଭ ଘୋଷାଲ ଓ ହରିନ୍ଦର ପଲ୍ ସିଂହ ଯଥାକ୍ରମେ ଗୋଟିଏ ଲେଖାଏଁ ବ୍ରୋଞ୍ଜ୍ ପଦକ ଜିତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos