ଡେନମାର୍କ ଓପନ: ଅଲିମ୍ପିକ୍ସ ଚାମ୍ପିୟନ୍ କାରୋଲିନାଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ସାଇନା, ବାଦ୍ ପଡ଼ିଲେ ସିନ୍ଧୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡେନମାର୍କ ଓପନରେ ଭାରତକୁ ମିଶ୍ର ସଫଳତା। ସାଇନା ନେହୱାଲ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ଟାଇଟଲ ଦାବିଦାର ପି. ଭି ସିନ୍ଧୁ ଟୁର୍ଣ୍ଣାମେଣ୍ଚରୁ ବାଦ୍ ପଡ଼ିଛନ୍ତି। ଆଜି ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡରେ ସାଇନା ଅଲିମ୍ପିକ୍ସ ଚାଂପିଅନ୍ ତଥା ଦୁଇଥରର ବିଶ୍ୱ ବିଜେତା କାରୋଲିନା ମାରିନଙ୍କୁ ୨୨-୨୦, ୨୧-୧୮ ସେଟରେ ପରାସ୍ତ କରିଥିଲେ। ସେପଟେ କିନ୍ତୁ ପରାଜୟର ସାମ୍ନା କରିଛନ୍ତି ସିନ୍ଧୁ। ପ୍ରଥମ ରାଉଣ୍ଡରେ ଚୀନ୍ ପ୍ରତିଯୋଗୀ ଚେନ୍ ୟୁଫେଇଙ୍କ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 05:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡେନମାର୍କ ଓପନରେ ଭାରତକୁ ମିଶ୍ର ସଫଳତା। ସାଇନା ନେହୱାଲ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ଟାଇଟଲ ଦାବିଦାର ପି. ଭି ସିନ୍ଧୁ ଟୁର୍ଣ୍ଣାମେଣ୍ଚରୁ ବାଦ୍ ପଡ଼ିଛନ୍ତି। ଆଜି ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡରେ ସାଇନା ଅଲିମ୍ପିକ୍ସ ଚାଂପିଅନ୍ ତଥା ଦୁଇଥରର ବିଶ୍ୱ ବିଜେତା କାରୋଲିନା ମାରିନଙ୍କୁ ୨୨-୨୦, ୨୧-୧୮ ସେଟରେ ପରାସ୍ତ କରିଥିଲେ। ସେପଟେ କିନ୍ତୁ ପରାଜୟର ସାମ୍ନା କରିଛନ୍ତି ସିନ୍ଧୁ। ପ୍ରଥମ ରାଉଣ୍ଡରେ ଚୀନ୍ ପ୍ରତିଯୋଗୀ ଚେନ୍ ୟୁଫେଇଙ୍କ ଠାରୁ 22-20 21-18 ସେଟରେ ପରାସ୍ତ ହୋଇଛନ୍ତି ସିନ୍ଧୁ। ନିକଟରେ ଖେଳା ଯାଇଥିବା ଜାପାନ ଓପନରେ ଚେନ୍ ୟୁଫେଇ ସିନ୍ଧୁଙ୍କ ଠାରୁ ପରାସ୍ତ ହୋଇଥିଲେ। ପୁରୁଷ ବର୍ଗରେ ଶ୍ରୀକାନ୍ତ ନିଜ ଦେଶର ଶୁଭଙ୍କର ଦେଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story