ଅଷ୍ଟ୍ରେଲିଆନ୍‌ ଓପନ୍ ଫାଇନାଲ୍‌ରେ ସାଇନା

ସିଡ୍‌ନୀ: ଭାରତୀୟ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ନେହୱାଲ୍ ଅଷ୍ଟ୍ରେଲିଆନ୍ ଓପନ୍‌ର ମହିଳା ଏକକ ବର୍ଗ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ସେମି ଫାଇନାଲ୍ ମ୍ୟାଚ୍‌ରେ ସେ ୱାଙ୍ଗ ୟିହାନଙ୍କୁ ୨୧-୮, ୨୧-୧୨ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛନ୍ତି। ଫାଇନାଲ୍‌ରେ ଚୀନର ସୁନ୍ ୟୁଙ୍କ ଭେଟିବେ ସାଇନା। ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରେ ସେମି ଫାଇନାଲ୍‌ରେ ହାରି ଯାଇଛନ୍ତି କିଦାମ୍ବୀ ଶ୍ରୀକାନ୍ଥ। ସେ ହାନ୍ସ କ୍ରିଷ୍ଟିଆନ୍‌ଙ୍କଠାରୁ ୨୦-୨୨, ୧୩-୨୧ରେ ହାରି ଯାଇଛନ୍ତି।

Saina Nehwal

Rakesh Mallick
  • Published: Saturday, 11 June 2016
  • , Updated: 12 June 2016, 02:48 PM IST

ସିଡ୍‌ନୀ: ଭାରତୀୟ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ନେହୱାଲ୍ ଅଷ୍ଟ୍ରେଲିଆନ୍ ଓପନ୍‌ର ମହିଳା ଏକକ ବର୍ଗ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ସେମି ଫାଇନାଲ୍ ମ୍ୟାଚ୍‌ରେ ସେ ୱାଙ୍ଗ ୟିହାନଙ୍କୁ ୨୧-୮, ୨୧-୧୨ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ଫାଇନାଲ୍‌ରେ ଚୀନର ସୁନ୍ ୟୁଙ୍କ ଭେଟିବେ ସାଇନା।

ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରେ ସେମି ଫାଇନାଲ୍‌ରେ ହାରି ଯାଇଛନ୍ତି କିଦାମ୍ବୀ ଶ୍ରୀକାନ୍ଥ। ସେ ହାନ୍ସ କ୍ରିଷ୍ଟିଆନ୍‌ଙ୍କଠାରୁ ୨୦-୨୨, ୧୩-୨୧ରେ ହାରି ଯାଇଛନ୍ତି।

Related story