୨୦୧୦ ସିଙ୍ଗାପୁର ଓପନ୍‌ ଟାଇଟେଲ୍‌ ବିଜୟ ଦୋହରାଇବା ଲକ୍ଷ୍ୟରେ ସାଇନା

ସିଙ୍ଗାପୁର: ୬ ବର୍ଷ ତଳେ ସିଙ୍ଗାପୁର ଓପନ୍‌ ଟାଇଟେଲ୍‌ ଜିତିଥିଲେ ଭାରତର ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହେୱାଲ୍‌। ଆସନ୍ତାକାଲିଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ସ୍ୱର୍ଣ୍ଣ ଜିତି ଟାଇଟେଲ ବିଜୟ ଦୋହରେଇବା ଲକ୍ଷ୍ୟରେ ରହିଛନ୍ତି ବିଶ୍ୱମାନ୍ୟତାରେ ୮ମ ସ୍ଥାନରେ ଥିବା ସାଇନା। ସାଇନା ଗତ ପାଞ୍ଚ ବର୍ଷ ଧରି ସିଙ୍ଗାପୁର ଇଣ୍ଡୋର ଷ୍ଟାଡିୟମରେ ଭଲ ଖେଳିଥିଲେ ମଧ୍ୟ କ୍ୱାଟରଫାଇନାଲରୁ ଉପରକୁ ଯାଇପାରି ନାହାଁନ୍ତି। ଚଳିତବର୍ଷ ସେ ସେ ଏହି ପରାଜୟ ଧାରାକୁ ଭାଙ୍ଗି […]

saina

saina

Rakesh Mallick
  • Published: Monday, 11 April 2016
  • Updated: 12 April 2016, 02:23 AM IST

Sports

Latest News

ସିଙ୍ଗାପୁର: ୬ ବର୍ଷ ତଳେ ସିଙ୍ଗାପୁର ଓପନ୍‌ ଟାଇଟେଲ୍‌ ଜିତିଥିଲେ ଭାରତର ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହେୱାଲ୍‌। ଆସନ୍ତାକାଲିଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ସ୍ୱର୍ଣ୍ଣ ଜିତି ଟାଇଟେଲ ବିଜୟ ଦୋହରେଇବା ଲକ୍ଷ୍ୟରେ ରହିଛନ୍ତି ବିଶ୍ୱମାନ୍ୟତାରେ ୮ମ ସ୍ଥାନରେ ଥିବା ସାଇନା। ସାଇନା ଗତ ପାଞ୍ଚ ବର୍ଷ ଧରି ସିଙ୍ଗାପୁର ଇଣ୍ଡୋର ଷ୍ଟାଡିୟମରେ ଭଲ ଖେଳିଥିଲେ ମଧ୍ୟ କ୍ୱାଟରଫାଇନାଲରୁ ଉପରକୁ ଯାଇପାରି ନାହାଁନ୍ତି। ଚଳିତବର୍ଷ ସେ ସେ ଏହି ପରାଜୟ ଧାରାକୁ ଭାଙ୍ଗି ଟାଇଟେଲ୍‌ ଜିତିବାକୁ ପ୍ରୟାସ କରିବେ।

ସାଇନା ଆହତ କାରଣରୁ ଗତବର୍ଷ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନ ଥିଲା। ତାଙ୍କ ଖେଳ ଜୀବନରେ ବାଧା ସୃଷ୍ଟି ହୋଇଥିଲା।

ଗତ ୩ଟି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଯାଇଥିଲେ ମଧ୍ୟ କୌଣସିଟିରେ ବିଜୟୀ ହୋଇପାରି ନ ଥିଲେ ସାଇନା। ସ୍ୱିସ୍‌ ଗ୍ରାଣ୍ଡ ପ୍ରିଁ ଗୋଲ୍ଡ, ଇଣ୍ଡିଆ ଓପନ୍‌ ସୁପର ସିରିଜ୍‌ ଓ ମାଲେସିଆ ସୁପର ସିରିଜ୍‌ ପ୍ରିମିୟର ଏ ତିନୋଟି ଯାକ ଟୁର୍ଣ୍ଣାମେଣ୍ଟରେ ସେ ସେମିଫାଇନାଲକୁ ଯାଇ ପରାସ୍ତ ହୋଇଛନ୍ତି।

ସିଙ୍ଗାପୁର ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ସେଥିରେ ସାଇନାଙ୍କ ବ୍ୟତୀତ ପିଭି ସିନ୍ଦୁ, ଏଚ୍‌ଏସ୍‌ ପ୍ରଣୟ, ଅଜୟ ଜୟରାମ ଓ କେ. ଶ୍ରୀକାନ୍ଥ ଭାଗ ନେବେ। ଏଥିରେ ଯେଉଁମାନେ ଉତ୍କର୍ଷ ହାସଲ କରିବେ ସେମାନଙ୍କ ରାଙ୍କିଂରେ ଉନ୍ନତି ଘଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story