ଚାଇନା ଓପନ୍ କ୍ୱାର୍ଟରରେ ସାଇନା

ଫୁଜୋ(ଚୀନ): ଡିଫେଣ୍ଡିଂ ଚାମ୍ପିଅନ ସାଇନା ନେହୱାଲ ଏକ ମାତ୍ର ଭାରତୀୟ ଭାବେ ଚାଇନା ଓପନ ସୁପର ସିରିଜରେ ବିଜୟଧାରା ଜାରି ରଖିଛନ୍ତି। ୭ଲକ୍ଷ ଡଲାର ବିଶିଷ୍ଟ ଏହି ଚାମ୍ପିଅନସିପରେ ମେଲିସିଆର ଟି. ଜିଙ୍ଗ ୟିଙ୍କୁ ୨୧-୧୦, ୧୯-୨୧, ୨୧-୧୯ ସେଟରେ ହରାଇଛନ୍ତି ସାଇନା। ଏହା ସହ ଟପ ସିଡଡ୍ ସାଇନା ବିଶ୍ୱର ମ୍ୟାନ୍ୟତାର ୩୪ ତମ ସ୍ଥାନରେ ଥିବା ଟି. ଜିଙ୍ଗ ୟିଙ୍କ ବିପକ୍ଷରେ ୨-୦ ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱ ଚାମ୍ପିଅନସିପରେ ଦୁଇଥର ବ୍ରୋଞ୍ଚ ଜିତିଥିବା […]

saina nehewal

saina nehewal

Rakesh Mallick
  • Published: Thursday, 12 November 2015
  • Updated: 14 November 2015, 10:30 AM IST

ଫୁଜୋ(ଚୀନ): ଡିଫେଣ୍ଡିଂ ଚାମ୍ପିଅନ ସାଇନା ନେହୱାଲ ଏକ ମାତ୍ର ଭାରତୀୟ ଭାବେ ଚାଇନା ଓପନ ସୁପର ସିରିଜରେ ବିଜୟଧାରା ଜାରି ରଖିଛନ୍ତି। ୭ଲକ୍ଷ ଡଲାର ବିଶିଷ୍ଟ ଏହି ଚାମ୍ପିଅନସିପରେ ମେଲିସିଆର ଟି. ଜିଙ୍ଗ ୟିଙ୍କୁ ୨୧-୧୦, ୧୯-୨୧, ୨୧-୧୯ ସେଟରେ ହରାଇଛନ୍ତି ସାଇନା। ଏହା ସହ ଟପ ସିଡଡ୍ ସାଇନା ବିଶ୍ୱର ମ୍ୟାନ୍ୟତାର ୩୪ ତମ ସ୍ଥାନରେ ଥିବା ଟି. ଜିଙ୍ଗ ୟିଙ୍କ ବିପକ୍ଷରେ ୨-୦ ରେକର୍ଡ ସ୍ଥାପନ କରିଛନ୍ତି।

ବିଶ୍ୱ ଚାମ୍ପିଅନସିପରେ ଦୁଇଥର ବ୍ରୋଞ୍ଚ ଜିତିଥିବା ପି.ଭି. ସିଦ୍ଧୁ ଚାଇନାର ଝିଆଙ୍ଗ ୟାଙ୍ଗଙ୍କଠାରୁ ୨୧-୧୮, ୧୮-୨୧, ୧୬-୨୧ ସେଟରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos