ନମ୍ବର ୱାନକୁ ଫେରିଲେ ସାଇନା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟମିଣ୍ଟନ ତାରକା ସାଇନା ନେହୱାଲ ରବିବାର ଖେଳାଯାଇଥିବା ବିଶ୍ୱ ଚାମ୍ପିଆନସିପ ହାରିବା ସ୍ୱତ୍ତେ ପୁଣି ଥରେ ବିଶ୍ୱର ନମ୍ବର ୱାନ ସ୍ଥାନକୁ ଫେରିଛନ୍ତି। ଗୁରୁବାର ବ୍ୟାଟିମିଣ୍ଟନ ଫେଡେରେସନ ପକ୍ଷରୁ ଜାରି ତାଲିକାରେ ମହିଳା ସିଙ୍ଗଲ୍ସ ରାଙ୍କରେ ସାଇନା ବିଶ୍ୱର ନମ୍ବର ୱାନ ସ୍ଥାନକୁ ତୃତୀୟ ଥର ପାଇଁ ଫେରିଛନ୍ତି। ଜାକାର୍ତାରେ ସାଇନାଙ୍କ ପରାଜୟ ପରେ ସେ ୩୬୦୦ ପଏଣ୍ଟ ପାଇ ୭୯୧୯୨ରୁ ୮୨୭୯୨ ପଏଣ୍ଟରେ ପହଞ୍ଚିଛନ୍ତି। ତାଙ୍କ ପଛକୁ ରହିଛନ୍ତି ସ୍ପେନର କୋରାଲିନା ମାରିନ୍, […]

saina

saina

Rakesh Mallick
  • Published: Thursday, 20 August 2015
  • Updated: 21 August 2015, 10:10 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟମିଣ୍ଟନ ତାରକା ସାଇନା ନେହୱାଲ ରବିବାର ଖେଳାଯାଇଥିବା ବିଶ୍ୱ ଚାମ୍ପିଆନସିପ ହାରିବା ସ୍ୱତ୍ତେ ପୁଣି ଥରେ ବିଶ୍ୱର ନମ୍ବର ୱାନ ସ୍ଥାନକୁ ଫେରିଛନ୍ତି। ଗୁରୁବାର ବ୍ୟାଟିମିଣ୍ଟନ ଫେଡେରେସନ ପକ୍ଷରୁ ଜାରି ତାଲିକାରେ ମହିଳା ସିଙ୍ଗଲ୍ସ ରାଙ୍କରେ ସାଇନା ବିଶ୍ୱର ନମ୍ବର ୱାନ ସ୍ଥାନକୁ ତୃତୀୟ ଥର ପାଇଁ ଫେରିଛନ୍ତି। ଜାକାର୍ତାରେ ସାଇନାଙ୍କ ପରାଜୟ ପରେ ସେ ୩୬୦୦ ପଏଣ୍ଟ ପାଇ ୭୯୧୯୨ରୁ ୮୨୭୯୨ ପଏଣ୍ଟରେ ପହଞ୍ଚିଛନ୍ତି। ତାଙ୍କ ପଛକୁ ରହିଛନ୍ତି ସ୍ପେନର କୋରାଲିନା ମାରିନ୍, ତୃତୀୟ ସ୍ଥାନରେ ରହିଛନ୍ତି ଚୀନର ତାଇପେଇର ତାଇ ଜୁଙ୍ଗ ୟ୍ୟାଙ୍ଗ, ଚତୁର୍ଥ ସ୍ଥାନରେ ରହିଛନ୍ତି ଚୀନର ଲି ଜୁଆରୁଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos