ମୁମ୍ବାଇରେ ହେଲା ସାଇନାଙ୍କ ଡାହାଣ ଆଣ୍ଠୁର ଅସ୍ତ୍ରୋପଚାର

ମୁମ୍ବାଇ: କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆଜି ସକାଳୁ ଭାରତର ବ୍ୟାଡ୍‌ମିଣ୍ଟନ ତାରକା ତଥା କିଛି ଦିନ ପୂର୍ବରୁ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ସ୍ଥାନରେ ଥିବା ସାଇନା ନେହୱାଲଙ୍କ ଡାହାଣଗୋଡ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ଶେଷ ହେବା ପରେ ସାଇନା ତାଙ୍କ ଟ୍ୱିଟର ପେଜ୍‌ରେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ମାଷ୍ଟରବାଷ୍ଟର ସଚୀନ ତେନ୍ଦୁଲକର, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ, ଫରହାନ୍‌ ଖାନ, ଆତିଥ୍ୟା ସେଟ୍ଟୀ, ସୁନୀଲ ଗ୍ରୋଭର, ଅମିତାଭ […]

saina-newal

saina-newal

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 05:21 PM IST

Sports

Latest News

ମୁମ୍ବାଇ: କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆଜି ସକାଳୁ ଭାରତର ବ୍ୟାଡ୍‌ମିଣ୍ଟନ ତାରକା ତଥା କିଛି ଦିନ ପୂର୍ବରୁ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ସ୍ଥାନରେ ଥିବା ସାଇନା ନେହୱାଲଙ୍କ ଡାହାଣଗୋଡ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି।

ଅସ୍ତ୍ରୋପଚାର ଶେଷ ହେବା ପରେ ସାଇନା ତାଙ୍କ ଟ୍ୱିଟର ପେଜ୍‌ରେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ମାଷ୍ଟରବାଷ୍ଟର ସଚୀନ ତେନ୍ଦୁଲକର, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ, ଫରହାନ୍‌ ଖାନ, ଆତିଥ୍ୟା ସେଟ୍ଟୀ, ସୁନୀଲ ଗ୍ରୋଭର, ଅମିତାଭ ବଚ୍ଚନ, ସୁନୀଲ ସେଟ୍ଟୀ, ଅଭିନବ ବିନ୍ଦ୍ରା ଓ ନେହା ଧୂପିଆ ପ୍ରମୁଖ ଶୁଭଚିନ୍ତକମାନେ ତାଙ୍କ ସର୍ଜରୀର ସଫଳତା କାମନା କରିଛନ୍ତି।

ଏହି ସର୍ଜରୀ ଯୋଗୁଁ ସାଇନାଙ୍କୁ ଆସନ୍ତା ୪ ମାସ ଯାଏ ନ ଖେଳିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story