ଅଷ୍ଟ୍ରେଲିଆ ଓପନ୍‌ କ୍ୱାର୍ଟର ଫାଇନାଲରେ ସାଇନା, ଶ୍ରୀକାନ୍ଥ

ସିଡନୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲ ଏବଂ କେ. ଶ୍ରୀକାନ୍ଥ ନିଜ ନିଜ ମ୍ୟାଚ୍‌ ଜିତି ଆଜି ଅଷ୍ଟ୍ରେଲିଆ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଏକକ ମ୍ୟାଚ୍‌ରେ ସାଇନା ମାଲେସିୟାର ଜିନ୍‌ ୱି ଘୋଙ୍କୁ ୨୧-୧୨, ୨୧-୧୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥିପାଇଁ ତାଙ୍କୁ ମାତ୍ର ୩୭ ମିନିଟ୍‌ ସମୟ ଲାଗିଥିଲା। ପୁରୁଷ ଏକକ ମ୍ୟାଚ୍‌ରେ ଶ୍ରୀକାନ୍ଥ ଇଣ୍ଡୋନେସିଆର ସୋନି ଡୁଇ କୋଣକୋରଙ୍କୁ ୨୧-୧୯, ୨୧-୧୨ ସେଟ୍‌ରେ ପରାସ୍ତ କରିଛନ୍ତ।

saina-nehwal

Rakesh Mallick
  • Published: Thursday, 09 June 2016
  • , Updated: 10 June 2016, 03:42 PM IST

ସିଡନୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲ ଏବଂ କେ. ଶ୍ରୀକାନ୍ଥ ନିଜ ନିଜ ମ୍ୟାଚ୍‌ ଜିତି ଆଜି ଅଷ୍ଟ୍ରେଲିଆ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ମହିଳା ଏକକ ମ୍ୟାଚ୍‌ରେ ସାଇନା ମାଲେସିୟାର ଜିନ୍‌ ୱି ଘୋଙ୍କୁ ୨୧-୧୨, ୨୧-୧୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥିପାଇଁ ତାଙ୍କୁ ମାତ୍ର ୩୭ ମିନିଟ୍‌ ସମୟ ଲାଗିଥିଲା।

ପୁରୁଷ ଏକକ ମ୍ୟାଚ୍‌ରେ ଶ୍ରୀକାନ୍ଥ ଇଣ୍ଡୋନେସିଆର ସୋନି ଡୁଇ କୋଣକୋରଙ୍କୁ ୨୧-୧୯, ୨୧-୧୨ ସେଟ୍‌ରେ ପରାସ୍ତ କରିଛନ୍ତ।

Related story