ରିଓ ଅଲିମ୍ପିକ୍‌: ଭିସେଣ୍ଟେଙ୍କୁ ହରାଇଲେ ସାଇନା

ରିଓ ଡି ଜେନେରିଓ : ଘରୋଇ ମାଟିରେ ବ୍ରାଜିଲର ଭିସେଣ୍ଟେଙ୍କୁ ୨୧-୧୭, ୨୧-୧୭ରେ ପରାଜିତ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲ। ମହିଳା ଏକକ ବର୍ଗର ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ମାତ୍ର ୧୯ ମିନିଟ୍‌ ସମୟ ଲାଗିଥିଲା। ସାଇନା ପରବର୍ତ୍ତୀ ମ୍ୟାଚ୍‌ରେ ୟୁକ୍ରେନ୍‌ର ମାରିଆ ଉଲ୍ଟିନାଙ୍କୁ ଭେଟିବେ।

saina-won

Rakesh Mallick
  • Published: Thursday, 11 August 2016
  • , Updated: 14 August 2016, 10:00 AM IST

ରିଓ ଡି ଜେନେରିଓ : ଘରୋଇ ମାଟିରେ ବ୍ରାଜିଲର ଭିସେଣ୍ଟେଙ୍କୁ ୨୧-୧୭, ୨୧-୧୭ରେ ପରାଜିତ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲ। ମହିଳା ଏକକ ବର୍ଗର ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ମାତ୍ର ୧୯ ମିନିଟ୍‌ ସମୟ ଲାଗିଥିଲା।

ସାଇନା ପରବର୍ତ୍ତୀ ମ୍ୟାଚ୍‌ରେ ୟୁକ୍ରେନ୍‌ର ମାରିଆ ଉଲ୍ଟିନାଙ୍କୁ ଭେଟିବେ।

Related story