ସଲମାନ ଖାନଙ୍କ ଭାଇ ଅର୍ବାଜଙ୍କ ନାଁରେ ବେଟିଂ ଅଭିଯୋଗ: IPLରେ ହାରିଥିଲେ ୩ କୋଟି

ଆଇପିଏଲ୍‌ ବେଟିଂ ଅଭିଯୋଗରେ ବଲିଉଡ୍ ଅଭିନେତା ତଥା ସଲମାନ ଖାନଙ୍କ ଭାଇ ଅର୍ବାଜ ଖାନଙ୍କୁ ଥାଣେ ପୋଲିସ ସମନ ଜାରି କରିଛି। ନିକଟରେ ବେଟିଂ ଅଭିଯୋଗରେ ବୁକି ସୋନୁ ଜଲାନ ଧରାପଡ଼ିବା ପରେ ଅର୍ବାଜ ଖାନଙ୍କ ନାଁ ସାମ୍ନାକୁ ଆସିଛି। ଖବର ଅନୁସାରେ ଅର୍ବାଜ ଆଇପିଏଲ୍‌ ବେଟିଂରେ ୩ କୋଟି ଟଙ୍କା ହାରିଯାଇଛନ୍ତି। ପୋଲିସ ସନ୍ଦେହ କରୁଛି ଆଇପିଏଲ୍‌ ୨୦୧୬ର ୨ଟି ମ୍ୟାଚ୍‌ରେ ଏଭଳି କିଛି ଘଟିଥାଇପାରେ। ପୋଲିସ ଅର୍ବାଜ ଖାନଙ୍କୁ ପଚରା ଉଚରା ପାଇଁ ସମନ […]

555_1527847651_618x347

555_1527847651_618x347

Rakesh Mallick
  • Published: Friday, 01 June 2018
  • Updated: 01 June 2018, 06:47 PM IST

ଆଇପିଏଲ୍‌ ବେଟିଂ ଅଭିଯୋଗରେ ବଲିଉଡ୍ ଅଭିନେତା ତଥା ସଲମାନ ଖାନଙ୍କ ଭାଇ ଅର୍ବାଜ ଖାନଙ୍କୁ ଥାଣେ ପୋଲିସ ସମନ ଜାରି କରିଛି। ନିକଟରେ ବେଟିଂ ଅଭିଯୋଗରେ ବୁକି ସୋନୁ ଜଲାନ ଧରାପଡ଼ିବା ପରେ ଅର୍ବାଜ ଖାନଙ୍କ ନାଁ ସାମ୍ନାକୁ ଆସିଛି। ଖବର ଅନୁସାରେ ଅର୍ବାଜ ଆଇପିଏଲ୍‌ ବେଟିଂରେ ୩ କୋଟି ଟଙ୍କା ହାରିଯାଇଛନ୍ତି। ପୋଲିସ ସନ୍ଦେହ କରୁଛି ଆଇପିଏଲ୍‌ ୨୦୧୬ର ୨ଟି ମ୍ୟାଚ୍‌ରେ ଏଭଳି କିଛି ଘଟିଥାଇପାରେ।

ପୋଲିସ ଅର୍ବାଜ ଖାନଙ୍କୁ ପଚରା ଉଚରା ପାଇଁ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ଠାରେ ଥିବା ଅର୍ବାଜ ଖାନଙ୍କ ଘରକୁ  ଆଜି ସକାଳେ ସମନ ପଠାଯାଇଛି। ଆସନ୍ତାକାଲି ଥାଣେ କ୍ରାଇମବ୍ରାଞ୍ଚରେ ହାଜର୍ ହେବାକୁ ଅରବାଜ ଖାନଙ୍କୁ ନୋଟିସ ହୋଇଛି ରିପୋର୍ଟ ଅନୁସାରେ ଅର୍ବାଜ ଖାନ୍‌ଙ୍କର କ୍ରିକେଟ୍‌ ବେଟିଂ ସହ ଲିଙ୍କ୍‌ ଥିବା ଜଣାପଡ଼ିଛି। ତେଣୁ ତଦନ୍ତ ପାଇଁ ଅର୍ବାଜ ଖାନଙ୍କୁ ପୋଲିସ ସମନ ପଠାଇଛି। କ୍ରିକେଟ୍‌ ବେଟିଂର ଏକ ଗ୍ୟାଙ୍ଗକୁ ପୋଲିସ ଧରିବା ପରେ ସବୁ ଗୁମର ଖୁଲାସା ହେବାର ସମ୍ଭାବନା ଦେଖାଦେଇଛି । ଏହି ବେଟିଂ ଗ୍ୟାଙ୍ଗରେ ସୋନୁ ଜାଲନ ନାମକ ଜଣେ ବ୍ୟାକ୍ତି ଧରା ପଡ଼ିବା ପରେ ଅର୍ବାଜ ଖାନଙ୍କ ନାଁକୁ ସେ ସାମ୍ନାକୁ ଆଣିଛନ୍ତି। ସୋନୁ ଜଲାନ, ଅଣ୍ଡରୱାଲ୍ଡ ଡନ୍‌ ଦାଉଦ୍‌ ସହ ସମ୍ପର୍କ ରହିଥିବା ଜଣାପଡିଛି।

ସୋନୁ ଜଲାନ ତାର ବିଜନେସ୍‌ ପାର୍ଟନର୍ ଓ ଆଉଜଣେ ବୁକି ଏଜେଣ୍ଟ ସହ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ଫିକ୍ସିଂ କରିଥିଲେ। ଏହି ତିନିଜଣ ଶ୍ରୀଲଙ୍କା ଯାଇ ପିଚ୍‌ କ୍ୟୁରେଟର୍‌କୁ ଏହି ଫିକ୍ସିଂରେ ସାମିଲ କରିଥିଲେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story