ଚତୁର୍ଥ କୁସ୍ତିଯୋଦ୍ଧା ଭାବେ ରିଓ ଅଲିମ୍ପିକ୍‌ରେ ସ୍ଥାନ ପାଇଲେ ସନ୍ଦୀପ ତୋମାର

ନୂଆଦିଲ୍ଲୀ: ବିଶ୍ୱ ଯୋଗ୍ୟତା ପ୍ରର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫ୍ରିଷ୍ଟାଇଲ୍‌ ୫୭ କେଜି ବର୍ଗରେ ବ୍ରୋଞ୍ଜ ଜିଣି ରିଓ ଅଲିମ୍ପିକ୍‌ ପାଇଁ ଚତୁର୍ଥ ଭାରତୀୟ କୁସ୍ତିଯୋଦ୍ଧା ଭାବେ ନିଜ ସ୍ଥାନ ପକ୍କା କରିଛନ୍ତି ସନ୍ଦୀପ ତୋମାର। ରବିବାର ମୋଙ୍ଗୋଲିଆର ଉଲାନ୍‌ ବଟୋରରେ ଖେଳାଯାଇଥିବା ଲଢେଇରେ ୟୁକ୍ରେନ୍‌ର ଏ. ୟାସ୍ତନ୍‌କୋଙ୍କୁ ୧୧-୦ରେ ହରାଇ ହରିୟାଣାର ଏହି କୁସ୍ତିଯୋଦ୍ଧା ଏହି ଯୋଗ୍ୟତା ଅର୍ଜନ କରିଛନ୍ତି।

Sandeep Tomar

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 02:44 PM IST

Related story