ସଚିନ, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କ ଉପରେ ପ୍ରଶ୍ନ ଉଠାଇଲେ ପାଟିଲ: କୋଚ ଚୟନର ଅଭିଜ୍ଞତା ନାହିଁ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଚିଫ୍‌ ସିଲେକ୍ଟରଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଯେଉଁଭଳି ବାଦ ବିବାଦ ମଧ୍ୟରେ ଟିମ୍‌ ଇଣ୍ଡିଆର କୋଚ୍‌ ନିଯୁକ୍ତି କରାଯାଇଛି। ଏହାକୁ ନେଇ ପରାମର୍ଶଦାତା କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଚିଫ୍‌ ସିଲେକ୍ଟର ସନ୍ଦିପ ପାଟିଲ୍‌। ସେ କହିଛନ୍ତି ପରାମର୍ଶଦାତା କମିଟିରେ ଥିବା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ କୋଚ୍‌ ଚୟନ କରିବାର ଅଧିକାର ଦେବାକଥା ନୁହେଁ। କାରଣ ସେ ନିଜେ ଜଣେ […]

patil

patil

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 10:04 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଚିଫ୍‌ ସିଲେକ୍ଟରଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଯେଉଁଭଳି ବାଦ ବିବାଦ ମଧ୍ୟରେ ଟିମ୍‌ ଇଣ୍ଡିଆର କୋଚ୍‌ ନିଯୁକ୍ତି କରାଯାଇଛି। ଏହାକୁ ନେଇ ପରାମର୍ଶଦାତା କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଚିଫ୍‌ ସିଲେକ୍ଟର ସନ୍ଦିପ ପାଟିଲ୍‌। ସେ କହିଛନ୍ତି ପରାମର୍ଶଦାତା କମିଟିରେ ଥିବା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ କୋଚ୍‌ ଚୟନ କରିବାର ଅଧିକାର ଦେବାକଥା ନୁହେଁ। କାରଣ ସେ ନିଜେ ଜଣେ ଜଣେ କୋଚ୍‌ ହୋଇନଥିବା ବେଳେ କିଭଳି ଜଣେ କୋଚ୍‌ଙ୍କୁ ଚୟନ କରିପାରିବେ। ଏହାକୁ ନେଇ ବିବାଦ ପୁଣି ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story