ଶୀର୍ଷ ସ୍ଥାନ ବଜାୟ ରଖିଲେ ସାନିଆ

­ନୂଆଦିଲ୍ଲୀ: ଡବ୍ଲ୍ୟୁଟିଏ ମହିଳା ଡବଲ୍ସ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତର ଟେନିସ୍‌ ଷ୍ଟାର ସାନିଆ ମିର୍ଜା। ଟୋକିଓରେ ସେ ତାଙ୍କ ଯୋଡି ବାର୍ବୋରା ସ୍ତିରିକୋଭାଙ୍କ ସହ ମିଶି ନିକଟରେ ପାନ୍‌ ପେସିଫିକ୍‌ ଓପନ୍‌ ଟାଇଟଲ ହାତେଇଛନ୍ତି। ସାନିଆ ୨୨ଟି ଟୁର୍ଣ୍ଣାମେଣ୍ଟ ଖେଳି ୯୭୩୦ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱିଜରଲାଣ୍ଡର ମାର୍ଟିନା ହିଙ୍ଗିସ୍‌ ୨୧ଟି ଟୁର୍ଣ୍ଣାମେଣ୍ଟ ଖେଳି ୯୭୨୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

SaniaMirza

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 06:11 PM IST

­ନୂଆଦିଲ୍ଲୀ: ଡବ୍ଲ୍ୟୁଟିଏ ମହିଳା ଡବଲ୍ସ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତର ଟେନିସ୍‌ ଷ୍ଟାର ସାନିଆ ମିର୍ଜା। ଟୋକିଓରେ ସେ ତାଙ୍କ ଯୋଡି ବାର୍ବୋରା ସ୍ତିରିକୋଭାଙ୍କ ସହ ମିଶି ନିକଟରେ ପାନ୍‌ ପେସିଫିକ୍‌ ଓପନ୍‌ ଟାଇଟଲ ହାତେଇଛନ୍ତି।

ସାନିଆ ୨୨ଟି ଟୁର୍ଣ୍ଣାମେଣ୍ଟ ଖେଳି ୯୭୩୦ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱିଜରଲାଣ୍ଡର ମାର୍ଟିନା ହିଙ୍ଗିସ୍‌ ୨୧ଟି ଟୁର୍ଣ୍ଣାମେଣ୍ଟ ଖେଳି ୯୭୨୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

Related story