ସାନିଆ ଓ ହିଙ୍ଗିସ୍ ଜିତିଲେ ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି

ଉହାନ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍ ଯୋଡ଼ି ମାର୍ଟିନା ହିଙ୍ଗିସ୍ ଶନିବାର ଜିତି ଯାଇଛନ୍ତି ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସାନିଆ ଓ ହିଙ୍ଗିସ୍ ଯୋଡ଼ି କାମେଲିଆ ବେଗୁ ଓ ମୋନିକା ନିକୁଲେସ୍କୁଙ୍କୁ ୬-୨, ୬-୩ରେ ପରାସ୍ତ କରିଛନ୍ତି। ଉହାନ୍ ଓପନ୍ ମହିଳା ଡବ୍ଲ୍ସ ଟ୍ରଫି ହେଉଛି ଏହି ଭାରତୀୟ-ସ୍ୱିସ୍ ଯୋଡ଼ିଙ୍କର ଚଳିତ ବର୍ଷର ସପ୍ତମ ମିଳିତ ଡବ୍ଲ୍ୟୁଟିଏ ଟାଇଟଲ୍। ଉହାନ ଓପନ୍ […]

sainahingis

sainahingis

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 12:17 PM IST

Sports

Latest News

sainahingis1ଉହାନ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍ ଯୋଡ଼ି ମାର୍ଟିନା ହିଙ୍ଗିସ୍ ଶନିବାର ଜିତି ଯାଇଛନ୍ତି ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସାନିଆ ଓ ହିଙ୍ଗିସ୍ ଯୋଡ଼ି କାମେଲିଆ ବେଗୁ ଓ ମୋନିକା ନିକୁଲେସ୍କୁଙ୍କୁ ୬-୨, ୬-୩ରେ ପରାସ୍ତ କରିଛନ୍ତି।

ଉହାନ୍ ଓପନ୍ ମହିଳା ଡବ୍ଲ୍ସ ଟ୍ରଫି ହେଉଛି ଏହି ଭାରତୀୟ-ସ୍ୱିସ୍ ଯୋଡ଼ିଙ୍କର ଚଳିତ ବର୍ଷର ସପ୍ତମ ମିଳିତ ଡବ୍ଲ୍ୟୁଟିଏ ଟାଇଟଲ୍। ଉହାନ ଓପନ୍ ପୂର୍ବରୁ ସାନିଆ ଓ ହିଙ୍ଗିସ୍ ଇଣ୍ଡିଆନ୍ ୱେଲ୍ସ, ମିଆମି, ଚାର୍ଲସଟୋନ୍, ୱିମ୍ବଲଡନ୍, ୟୁଏସ୍ ଓପନ୍ ଓ ଗୁଆଙ୍ଗଝୁ ଓପନର ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏହି ଯୋଡ଼ି ସେମାନଙ୍କର ଶେଷ ତିନିଟି ଟୁର୍ଣ୍ଣାମେଣ୍ଟ୍ ଓ ଶେଷ ୧୩ଟି ମ୍ୟାଚରେ ଗୋଟିଏ ବି ସେଟ୍ ଡ୍ରପ୍ ନକରି ଜିତିଛନ୍ତି। ଏବେ ଏହି ଯୋଡ଼ିଙ୍କ ଲକ୍ଷ୍ୟ ହେଉଛି ବେଜିଂରେ ଅନୁଷ୍ଠିତ ହେବାକୁ ଥିବା ଚାଇନା ଓପନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story