ଇତିହାସ ରଚିଲେ ସାନିଆ; ଜିତିଲେ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ମହିଳା ଡବଲ୍ସ ଟାଇଟଲ୍

ନ୍ୟୁୟର୍କ: ଇତିହାସ ରଚିଲେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା। ସାନିଆ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କ ମିଶି ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମର ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ପ୍ରଥମ ଭାରତୀୟ ଭାବେ ୟୁଏସ୍ ଓପନର ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି ସାଇନା। ଗତକାଲି ଖେଳାଯାଇଥିବା ଫାଇନାଲରେ ଟପ୍ ସିଡ୍ ସାନିଆ ଓ ହିଙ୍ଗିସଙ୍କ ଯୋଡି ଚତୁର୍ଥ ସିଡ୍ କାସି  ଡେଲାକ୍ୱା ଏବଂ ୟାରୋସ୍ଲାଭା ଶ୍ୱେଡୋଭାଙ୍କ ଯୋଡିକୁ ୬-୩, ୬-୩ ସେଟରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ହିଙ୍ଗିସ […]

saniahingis

saniahingis

Rakesh Mallick
  • Published: Monday, 14 September 2015
  • Updated: 14 September 2015, 04:17 AM IST

Sports

Latest News

ନ୍ୟୁୟର୍କ: ଇତିହାସ ରଚିଲେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା। ସାନିଆ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କ ମିଶି ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମର ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ପ୍ରଥମ ଭାରତୀୟ ଭାବେ ୟୁଏସ୍ ଓପନର ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି ସାଇନା। ଗତକାଲି ଖେଳାଯାଇଥିବା ଫାଇନାଲରେ ଟପ୍ ସିଡ୍ ସାନିଆ ଓ ହିଙ୍ଗିସଙ୍କ ଯୋଡି ଚତୁର୍ଥ ସିଡ୍ କାସି  ଡେଲାକ୍ୱା ଏବଂ ୟାରୋସ୍ଲାଭା ଶ୍ୱେଡୋଭାଙ୍କ ଯୋଡିକୁ ୬-୩, ୬-୩ ସେଟରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ହିଙ୍ଗିସ ଓ ସାନିଆଙ୍କ ଏହା ଲଗାତର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ । ଏହି ଯୋଡି ଚଳିତ ବର୍ଷ ୱିମ୍ୱେଲଡନ ଟାଇଟଲ ମଧ୍ୟ ଜିତିଥିଲେ। ହିଙ୍ଗିସଙ୍କ ମଧ୍ୟ ଚଳିତ ୟୁଏସ୍ ଓପନର ଏହା ଦ୍ୱିତୀୟ ଟାଇଟଲ। ସେ ଭାରତର ଲିଆଣ୍ଡର ପେସଙ୍କ ସହ ମିଶି ମିକ୍ସଡ ଡବଲ୍ସ ଟ୍ରଫି ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story