ଭୁବନେଶ୍ୱର: ଭୁବନେଶ୍ୱରରେ ଉଦଯାପିତ ହୋଇଛି ଖୋର୍ଦ୍ଧା ଜିଲ୍ଲା ଭାରୋତ୍ତୋଳନ ପ୍ରତିଯୋଗିତା। ସିନିୟର ବିଭାଗରେ ହୋଇଥିବା ପ୍ରତିଯୋଗିତାର ମହିଳା ବିଭାଗରେ ୨୦ ଓ ପୁରୁଷ ବିଭାଗରେ ୧୦ଜଣ ପ୍ରତିଯୋଗୀ ଭାଗନେଇଥିଲେ। ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଆସନ୍ତା ୨୯ ତାରିଖରେ ବ୍ରହ୍ମପୁରରେ ହେବାକୁ ଥିବା ରାଜ୍ୟ ସିନିୟର ପ୍ରତିଯୋଗିତା ପାଇଁ ମନୋନୀତ ହେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।