ଶଶାଙ୍କ ଓ ଶାହାରିୟାଙ୍କ ମଧ୍ୟରେ ବୈଠକ ହୋଇପାରିଲାନି, ଭାରତ-ପାକ ସିରିଜ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସିରିଜ ନେଇ ଅନିଶ୍ଚିତତା ଲାଗି ରହିଛି। ଶନିବାର ଦୁବାଇରେ ବିସିସିଆଇ ମୁଖ୍ୟ ଶଶାଙ୍କ ମନୋହର ଓ ପିସିବି ମୁଖ୍ୟ ଶାହାରିୟାର ଖାନଙ୍କ ମଧ୍ୟରେ ବୈଠକ ହେବାର ଥିଲା। ତେବେ ଏହି ବୈଠକ ହୋଇପାରିନାହିଁ। ସୂଚନା ଅନୁଯାୟୀ ଦୁବାଇରେ ଥିବା ଆଇସିସି କାର୍ଯ୍ୟାଳୟକୁ ବିସିସିଆଇ ମୁଖ୍ୟ ଓ ପିସିବି ମୁଖ୍ୟ ଯାଇଥିଲେ। ସେଠାରେ ଶଶାଙ୍କ ମନୋହର ଗଭର୍ଣ୍ଣନିଂ ବଡିର ଦାୟିତ୍ୱ ନେବା ନେଇ ବ୍ୟସ୍ତ ରହିଥିଲା ବେଳେ ଶାହାରିୟାର ରବିବାର ସକାଳୁ ବିମାନ ଯୋଗେ ପାକିସ୍ତାନକୁ […]

shashank-manohar-serious-70

shashank-manohar-serious-70

Rakesh Mallick
  • Published: Sunday, 22 November 2015
  • Updated: 23 November 2015, 03:45 AM IST

Sports

Latest News

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସିରିଜ ନେଇ ଅନିଶ୍ଚିତତା ଲାଗି ରହିଛି। ଶନିବାର ଦୁବାଇରେ ବିସିସିଆଇ ମୁଖ୍ୟ ଶଶାଙ୍କ ମନୋହର ଓ ପିସିବି ମୁଖ୍ୟ ଶାହାରିୟାର ଖାନଙ୍କ ମଧ୍ୟରେ ବୈଠକ ହେବାର ଥିଲା। ତେବେ ଏହି ବୈଠକ ହୋଇପାରିନାହିଁ। ସୂଚନା ଅନୁଯାୟୀ ଦୁବାଇରେ ଥିବା ଆଇସିସି କାର୍ଯ୍ୟାଳୟକୁ ବିସିସିଆଇ ମୁଖ୍ୟ ଓ ପିସିବି ମୁଖ୍ୟ ଯାଇଥିଲେ। ସେଠାରେ ଶଶାଙ୍କ ମନୋହର ଗଭର୍ଣ୍ଣନିଂ ବଡିର ଦାୟିତ୍ୱ ନେବା ନେଇ ବ୍ୟସ୍ତ ରହିଥିଲା ବେଳେ ଶାହାରିୟାର ରବିବାର ସକାଳୁ ବିମାନ ଯୋଗେ ପାକିସ୍ତାନକୁ ଫେରି ଯାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ହୋଇପାରି ନ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos